"କ୍ରେଡେନସିଆଲ ମେନେଜର" "ବାତିଲ କରନ୍ତୁ" "ଜାରି ରଖନ୍ତୁ" "ଅନ୍ୟ ଭାବେ ସେଭ କରନ୍ତୁ" "ଅଧିକ ଜାଣନ୍ତୁ" "ପାସୱାର୍ଡ ଦେଖାନ୍ତୁ" "ପାସୱାର୍ଡ ଲୁଚାନ୍ତୁ" "ପାସକୀ ସହ ଅଧିକ ସୁରକ୍ଷିତ" "ପାସକୀଗୁଡ଼ିକ ସହ ଆପଣଙ୍କୁ ଜଟିଳ ପାସୱାର୍ଡଗୁଡ଼ିକ ତିଆରି କରିବା କିମ୍ବା ମନେରଖିବାର ଆବଶ୍ୟକତା ନାହିଁ" "ପାସକୀ ହେଉଛି ଏନକ୍ରିପ୍ଟ ହୋଇଥିବା ଡିଜିଟାଲ କୀ\' ଯାହା ଆପଣ ଆପଣଙ୍କ ଟିପଚିହ୍ନ, ଫେସ କିମ୍ବା ସ୍କ୍ରିନ ଲକ ବ୍ୟବହାର କରି ତିଆରି କରନ୍ତି" "ସେଗୁଡ଼ିକୁ ଏକ Password Managerରେ ସେଭ କରାଯାଏ, ଯାହା ଫଳରେ ଆପଣ ଅନ୍ୟ ଡିଭାଇସଗୁଡ଼ିକରେ ସାଇନ ଇନ କରିପାରିବେ" "ପାସକୀଗୁଡ଼ିକ ବିଷୟରେ ଅଧିକ" "ପାସୱାର୍ଡ ବିହୀନ ଟେକ୍ନୋଲୋଜି" "ପାସକୀଗୁଡ଼ିକ, ପାସୱାର୍ଡ ଉପରେ ନିର୍ଭର ନକରି ସାଇନ ଇନ କରିବାକୁ ଆପଣଙ୍କୁ ଅନୁମତି ଦେଇଥାଏ। ଆପଣଙ୍କ ପରିଚୟ ଯାଞ୍ଚ କରି ଏକ ପାସକୀ ତିଆରି କରିବାକୁ ଆପଣଙ୍କୁ କେବଳ ଆପଣଙ୍କ ଟିପଚିହ୍ନ, ଫେସ ଚିହ୍ନଟକରଣ, PIN କିମ୍ବା ସ୍ୱାଇପ ପାଟର୍ନ ବ୍ୟବହାର କରିବାକୁ ହେବ।" "ସାର୍ବଜନୀନ କୀ କ୍ରିପ୍ଟୋଗ୍ରାଫି" "FIDO Alliance (Google, Apple, Microsoft ଓ ଆହୁରି ଅନେକ କିଛି ଅନ୍ତର୍ଭୁକ୍ତ) ଓ W3C ଷ୍ଟାଣ୍ଡାର୍ଡ ଆଧାରରେ ପାସକୀଗୁଡ଼ିକ କ୍ରିପ୍ଟୋଗ୍ରାଫିକ କୀ ପେୟାର ବ୍ୟବହାର କରେ। ପାସୱାର୍ଡ ପାଇଁ ଆମେ ବ୍ୟବହାର କରୁଥିବା ୟୁଜରନେମ ଓ କେରେକ୍ଟରର ଷ୍ଟ୍ରିଂ ପରି ଏକ ଆପ ବା ୱେବସାଇଟ ପାଇଁ ଏକ ବ୍ୟକ୍ତିଗତ-ସାର୍ବଜନୀନ କୀ ପେୟାର ତିଆରି କରାଯାଇଛି। ପ୍ରାଇଭେଟ କୀ ଆପଣଙ୍କ ଡିଭାଇସ ବା ପାସୱାର୍ଡ ମେନେଜରରେ ସୁରକ୍ଷିତ ଭାବରେ ଷ୍ଟୋର କରାଯାଏ ଓ ଏହା ଆପଣଙ୍କ ପରିଚୟ ସୁନିଶ୍ଚିତ କରେ। ସାର୍ବଜନୀନ କୀ ଆପ ବା ୱେବସାଇଟ ସର୍ଭର ସହ ସେୟାର କରାଯାଏ। ସମ୍ବନ୍ଧିତ କୀ ସହ ଆପଣ ତୁରନ୍ତ ପଞ୍ଜିକରଣ କରି ସାଇନ ଇନ କରିପାରିବେ।" "ଉନ୍ନତ ଆକାଉଣ୍ଟ ସୁରକ୍ଷା" "ପ୍ରତ୍ୟେକ କୀ\'କୁ ସେହି ଆପ କିମ୍ବା ୱେବସାଇଟ ସହ ଏକ୍ସକ୍ଲୁସିଭ ଭାବେ ଲିଙ୍କ କରାଯାଏ ଯେଉଁଥିପାଇଁ ଏହାକୁ ତିଆରି କରାଯାଇଛି, ଫଳରେ ଆପଣ ଭୁଲବଶତଃ କୌଣସି ପ୍ରତାରଣାମୂଳକ ଆପ କିମ୍ବା ୱେବସାଇଟରେ କେବେ ବି ସାଇନ ଇନ କରିପାରିବେ ନାହିଁ। ଏହା ସହ, କେବଳ ସର୍ଭରଗୁଡ଼ିକ ସାର୍ବଜନୀନ କୀ ରଖୁଥିବା ଯୋଗୁଁ ଏହାକୁ ହେକ କରିବା ବହୁତ କଷ୍ଟକର।" "ବାଧାରହିତ ଟ୍ରାଞ୍ଜିସନ" "ଆମେ ଏକ ପାସୱାର୍ଡବିହୀନ ଭବିଷ୍ୟତ ଆଡ଼କୁ ମୁଭ କରୁଥିବା ଯୋଗୁଁ ଏବେ ବି ପାସକୀଗୁଡ଼ିକ ସହିତ ପାସୱାର୍ଡ ଉପଲବ୍ଧ ହେବ।" "ଆପଣଙ୍କ %1$s କେଉଁଠାରେ ସେଭ କରିବେ ତାହା ବାଛନ୍ତୁ" "ଆପଣଙ୍କ ସୂଚନା ସେଭ କରି ପରବର୍ତ୍ତୀ ସମୟରେ ଶୀଘ୍ର ସାଇନ ଇନ କରିବା ପାଇଁ ଏକ Password Manager ଚୟନ କରନ୍ତୁ" "%1$sରେ ସାଇନ ଇନ କରିବାକୁ ପାସକୀ ତିଆରି କରିବେ?" "%1$sରେ ସାଇନ ଇନ କରିବାକୁ ପାସୱାର୍ଡ ସେଭ କରିବେ?" "%1$s ପାଇଁ ସାଇନ-ଇନର ସୂଚନା ସେଭ କରିବେ?" "ପାସକୀ" "ପାସୱାର୍ଡ" "ପାସକୀଗୁଡ଼ିକ" "ପାସୱାର୍ଡଗୁଡ଼ିକ" "ସାଇନ-ଇନ" "ସାଇନ-ଇନ ସୂଚନା" "%1$sକୁ ଏଥିରେ ସେଭ କରନ୍ତୁ" "ଅନ୍ୟ ଏକ ଡିଭାଇସରେ ପାସକୀ ତିଆରି କରିବେ?" "ଅନ୍ୟ ଏକ ଡିଭାଇସରେ ପାସୱାର୍ଡ ସେଭ କରିବେ?" "ଅନ୍ୟ ଏକ ଡିଭାଇସରେ ସାଇନ-ଇନ ସେଭ କରିବେ?" "ଆପଣଙ୍କ ସମସ୍ତ ସାଇନ-ଇନ ପାଇଁ %1$s ବ୍ୟବହାର କରିବେ?" "ସହଜରେ ସାଇନ ଇନ କରିବାରେ ଆପଣଙ୍କୁ ସାହାଯ୍ୟ କରିବାକୁ %1$sଙ୍କ ପାଇଁ ଏହି Password Manager ଆପଣଙ୍କ ପାସୱାର୍ଡ ଏବଂ ପାସକୀଗୁଡ଼ିକୁ ଷ୍ଟୋର କରିବ" "ଡିଫଲ୍ଟ ଭାବେ ସେଟ କରନ୍ତୁ" "ସେଟିଂସ" "ଥରେ ବ୍ୟବହାର କରନ୍ତୁ" "%1$s ପାସୱାର୍ଡ • %2$s ପାସକୀ" "%1$s ପାସୱାର୍ଡ" "%1$s ପାସକୀ" "%1$sଟି କ୍ରେଡେନସିଆଲ" "ପାସକୀ" "ଅନ୍ୟ ଏକ ଡିଭାଇସ" "ଅନ୍ୟ Password Manager" "ସିଟ ବନ୍ଦ କରନ୍ତୁ" "ପୂର୍ବବର୍ତ୍ତୀ ପୃଷ୍ଠାକୁ ଫେରନ୍ତୁ" "ବନ୍ଦ କରନ୍ତୁ" "ଖାରଜ କରନ୍ତୁ" "%1$s ପାଇଁ ଆପଣଙ୍କ ସେଭ କରାଯାଇଥିବା ପାସକୀ ବ୍ୟବହାର କରନ୍ତୁ" "%1$s ପାଇଁ ଆପଣଙ୍କ ସେଭ କରାଯାଇଥିବା ପାସୱାର୍ଡ ବ୍ୟବହାର କରନ୍ତୁ" "%1$s ପାଇଁ ଆପଣଙ୍କ ଆକାଉଣ୍ଟ ବ୍ୟବହାର କରନ୍ତୁ" "%2$s ମାଧ୍ୟମରେ %1$sରେ ସାଇନ ଇନ କରିବା ପାଇଁ ଆପଣଙ୍କ ସ୍କ୍ରିନ ଲକ ବ୍ୟବହାର କରନ୍ତୁ" "%1$s ପାଇଁ ସାଇନ-ଇନ ବିକଳ୍ପକୁ ଅନଲକ କରନ୍ତୁ" "%1$s ପାଇଁ ସେଭ କରାଯାଇଥିବା ଏକ ପାସକୀ ବାଛନ୍ତୁ" "%1$s ପାଇଁ ସେଭ କରାଯାଇଥିବା ଏକ ପାସୱାର୍ଡ ବାଛନ୍ତୁ" "%1$s ପାଇଁ ସେଭ କରାଯାଇଥିବା ଏକ ସାଇନ-ଇନ ବାଛନ୍ତୁ" "%1$s ପାଇଁ ଏକ ଆକାଉଣ୍ଟ ବାଛନ୍ତୁ" "%1$s ପାଇଁ ଏକ ବିକଳ୍ପ ବାଛିବେ?" "%1$sରେ ଏହି ସୂଚନାକୁ ବ୍ୟବହାର କରିବେ?" "ଅନ୍ୟ ଏକ ଉପାୟରେ ସାଇନ ଇନ କରନ୍ତୁ" "ବିକଳ୍ପଗୁଡ଼ିକୁ ଦେଖନ୍ତୁ" "ଜାରି ରଖନ୍ତୁ" "ସାଇନ ଇନ ବିକଳ୍ପଗୁଡ଼ିକ" "ଅଧିକ ଦେଖନ୍ତୁ" "%1$sରେ" "ଲକ ଥିବା Password Manager" "ଅନଲକ କରିବାକୁ ଟାପ କରନ୍ତୁ" "କୌଣସି ସାଇନ-ଇନ ସୂଚନା ନାହିଁ" "%1$sରେ କୌଣସି ସାଇନ-ଇନ ସୂଚନା ନାହିଁ" "ସାଇନ-ଇନ ପରିଚାଳନା କରନ୍ତୁ" "ଅନ୍ୟ ଏକ ଡିଭାଇସରୁ" "ଏକ ଭିନ୍ନ ଡିଭାଇସ ବ୍ୟବହାର କରନ୍ତୁ" "%1$s ଦ୍ୱାରା ଅନୁରୋଧ ବାତିଲ ହୋଇଛି" "ସାଇନ ଇନ ବିକଳ୍ପଗୁଡ଼ିକ" "ଅଧିକ"