"ଆପଣଙ୍କ PIN ଲେଖନ୍ତୁ"
"PIN ଲେଖନ୍ତୁ"
"ଆପଣଙ୍କ ପାଟର୍ନ ଲେଖନ୍ତୁ"
"ପାଟର୍ନ ଡ୍ର କରନ୍ତୁ"
"ଆପଣଙ୍କ ପାସୱାର୍ଡ ଲେଖନ୍ତୁ"
"ପାସୱାର୍ଡ ଲେଖନ୍ତୁ"
"ଅମାନ୍ୟ କାର୍ଡ।"
"ଚାର୍ଜ ହୋଇଗଲା"
"ୱାୟାର୍ଲେସ୍ଭାବରେ %s • ଚାର୍ଜ ହୋଇଛି"
"%s • ଚାର୍ଜ ହେଉଛି"
"%s • ଚାର୍ଜ ହେଉଛି"
"%s • ଦ୍ରୁତ ଭାବେ ଚାର୍ଜ ହେଉଛି"
"%s • ଧୀରେ ଚାର୍ଜ ହେଉଛି"
"%s • ବେଟେରୀକୁ ସୁରକ୍ଷିତ ରଖିବା ପାଇଁ ଚାର୍ଜିଂ ହୋଲ୍ଡରେ ଅଛି"
"%s • ଚାର୍ଜିଂ ଆକସେସୋରୀକୁ ଯାଞ୍ଚ କରନ୍ତୁ"
"ନେଟୱର୍କକୁ ଲକ୍ କରାଯାଇଛି"
"କୌଣସି SIM ନାହିଁ"
"ବ୍ୟବହାର ଅଯୋଗ୍ୟ ଥିବା SIM।"
"SIMକୁ ଲକ କରାଯାଇଛି।"
"SIMକୁ PUK-ଲକ କରାଯାଇଛି।"
"SIMକୁ ଅନଲକ କରାଯାଉଛି…"
"PIN ଅଞ୍ଚଳ"
"ଡିଭାଇସ୍ ପାସ୍ୱର୍ଡ"
"SIM PIN ଅଞ୍ଚଳ"
"SIM PUK ଅଞ୍ଚଳ"
"ଡିଲିଟ କରନ୍ତୁ"
"eSIM ଅକ୍ଷମ କରନ୍ତୁ"
"eSIMକୁ ଅକ୍ଷମ କରାଯାଇପାରିବ ନାହିଁ"
"ଗୋଟିଏ ତ୍ରୁଟି କାରଣରୁ eSIMକୁ ଅକ୍ଷମ କରାଯାଇପାରିବ ନାହିଁ।"
"ଏଣ୍ଟର୍"
"ଭୁଲ ପାଟର୍ନ"
"ଭୁଲ ପାଟର୍ନ। ପୁଣିଚେଷ୍ଟା କର।"
"ଭୁଲ ପାସ୍ୱର୍ଡ"
"ଭୁଲ ପାସୱାର୍ଡ। ପୁଣି ଚେଷ୍ଟା କର।"
"ଭୁଲ PIN"
"ଭୁଲ PIN। ପୁଣି ଚେଷ୍ଟା କର।"
"କିମ୍ବା ଟିପଚିହ୍ନ ମାଧ୍ୟମରେ ଅନଲକ କରନ୍ତୁ"
"ଟିପଚିହ୍ନ ଚିହ୍ନଟ ହେଲା ନାହିଁ"
"ଫେସ ଚିହ୍ନଟ କରାଯାଇନାହିଁ"
"ପୁଣି ଚେଷ୍ଟା କରନ୍ତୁ କିମ୍ବା PIN ଲେଖନ୍ତୁ"
"ପୁଣି ଚେଷ୍ଟା କରନ୍ତୁ କିମ୍ବା ପାସୱାର୍ଡ ଲେଖନ୍ତୁ"
"ପୁଣି ଚେଷ୍ଟା କରନ୍ତୁ କିମ୍ବା ପାଟର୍ନ ଡ୍ର କରନ୍ତୁ"
"ଅନେକଗୁଡ଼ିଏ ପ୍ରଚେଷ୍ଟା ପରେ PIN ଆବଶ୍ୟକ"
"ଅନେକଗୁଡ଼ିଏ ପ୍ରଚେଷ୍ଟା ପରେ ପାସୱାର୍ଡ ଆବଶ୍ୟକ"
"ଅନେକଗୁଡ଼ିଏ ପ୍ରଚେଷ୍ଟା ପରେ ପାଟର୍ନ ଆବଶ୍ୟକ"
"PIN ବା ଟିପଚିହ୍ନ ଜରିଆରେ ଅନଲକ କର"
"ପାସୱାର୍ଡ ବା ଟିପଚିହ୍ନ ଜରିଆରେ ଅନଲକ କର"
"ପାଟର୍ନ ବା ଟିପଚିହ୍ନ ଜରିଆରେ ଅନଲକ କର"
"ସୁରକ୍ଷା ପାଇଁ କାର୍ଯ୍ୟ ନୀତି ଅନୁସାରେ ଡିଭାଇସ ଲକ ହୋଇଛି"
"ଲକଡାଉନ ହେବା ପରେ PIN ଆବଶ୍ୟକ"
"ଲକଡାଉନ ହେବା ପରେ ପାସୱାର୍ଡ ଆବଶ୍ୟକ"
"ଲକଡାଉନ ହେବା ପରେ ପାଟର୍ନ ଆବଶ୍ୟକ"
"ଡିଭାଇସ ବ୍ୟବହାର କରାଯାଉନଥିବା ବେଳେ ଅପଡେଟ ଇନଷ୍ଟଲ ହେବ"
"ଅତିରିକ୍ତ ସୁରକ୍ଷା ଆବଶ୍ୟକ। କିଛି ସମୟ ପାଇଁ PIN ବ୍ୟବହାର କରାଯାଇନାହିଁ।"
"ଅତିରିକ୍ତ ସୁରକ୍ଷା ଆବଶ୍ୟକ। କିଛି ସମୟ ପାଇଁ ପାସୱାର୍ଡ ବ୍ୟବହାର କରାଯାଇନାହିଁ।"
"ଅତିରିକ୍ତ ସୁରକ୍ଷା ଆବଶ୍ୟକ। କିଛି ସମୟ ପାଇଁ ପାଟର୍ନ ବ୍ୟବହାର କରାଯାଇନାହିଁ।"
"ଅତିରିକ୍ତ ସୁରକ୍ଷା ଆବଶ୍ୟକ। କିଛି ସମୟ ପାଇଁ ଡିଭାଇସ ଅନଲକ କରାଯାଇନାହିଁ।"
"ଫେସ ଜରିଆରେ ଅନଲକ କରିହେବ ନାହିଁ। ଅନେକଗୁଡ଼ିଏ ପ୍ରଚେଷ୍ଟା।"
"ଟିପଚିହ୍ନ ସହ ଅନଲକ କରିହେବ ନାହିଁ। ଅନେକଗୁଡ଼ିଏ ପ୍ରଚେଷ୍ଟା।"
"ଟ୍ରଷ୍ଟ ଏଜେଣ୍ଟ ଉପଲବ୍ଧ ନାହିଁ"
"ଭୁଲ PIN ସହ ଅନେକଗୁଡ଼ିଏ ପ୍ରଚେଷ୍ଟା କରାଯାଇଛି"
"ଭୁଲ ପାଟର୍ନ ସହ ଅନେକଗୁଡ଼ିଏ ପ୍ରଚେଷ୍ଟା କରାଯାଇଛି"
"ଭୁଲ ପାସୱାର୍ଡ ସହ ଅନେକଗୁଡ଼ିଏ ପ୍ରଚେଷ୍ଟା କରାଯାଇଛି"
"{count,plural, =1{# ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।}other{# ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।}}"
"SIMର PIN ଲେଖନ୍ତୁ।"
"\"%1$s\" ପାଇଁ SIMର PIN ଲେଖନ୍ତୁ।"
"%1$s ବିନା ମୋବାଇଲ୍ ସେବାରେ ଡିଭାଇସ୍କୁ ବ୍ୟବହାର କରିବା ପାଇଁ eSIMକୁ ଅକ୍ଷମ କରନ୍ତୁ।"
"SIM ବର୍ତ୍ତମାନ ଅକ୍ଷମ ଅଟେ। ଜାରି ରଖିବାକୁ PUK କୋଡ ଲେଖନ୍ତୁ। ବିବରଣୀ ପାଇଁ ନିଜ କ୍ଯାରିଅରଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"SIM \"%1$s\" ବର୍ତ୍ତମାନ ଅକ୍ଷମ କରାଯାଇଛି। ଜାରିରଖିବାକୁ PUK କୋଡ ଲେଖନ୍ତୁ। ବିବରଣୀ ପାଇଁ କ୍ଯାରିଅରଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"ନିଜ ଇଚ୍ଛାର PIN କୋଡ୍ ଲେଖନ୍ତୁ"
"ନିଜ ଇଚ୍ଛାର PIN କୋଡ୍ ନିଶ୍ଚିତ କରନ୍ତୁ"
"SIMକୁ ଅନଲକ କରାଯାଉଛି…"
"4 ରୁ 8 ନମ୍ବର ବିଶିଷ୍ଟ ଏକ PIN ଟାଇପ୍ କରନ୍ତୁ।"
"PUK କୋଡ୍ରେ 8ଟି କିମ୍ବା ଅଧିକ ନମ୍ବର ରହିଥାଏ।"
"ଆପଣ %1$dଥର ଭୁଲ ଭାବେ ଆପଣଙ୍କ PIN ଟାଇପ କରିଛନ୍ତି। \n\n%2$d ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।"
"ଆପଣଙ୍କ ପାସ୍ୱର୍ଡକୁ ଆପଣ %1$d ଥର ଭୁଲ ଭାବେ ଟାଇପ୍ କରିଛନ୍ତି। \n\n%2$d ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।"
"ଆପଣଙ୍କ ଲକ୍ ଖୋଲିବା ପାଟର୍ନକୁ ଆପଣ %1$dଥର ଭୁଲ ଭାବେ ଅଙ୍କନ କରିଛନ୍ତି। \n\n%2$d ସେକେଣ୍ଡ ପରେ ପୁଣି ଚେଷ୍ଟା କରନ୍ତୁ।"
"ଭୁଲ SIM PIN କୋଡ, ଆପଣଙ୍କ ଡିଭାଇସକୁ ଅନଲକ କରିବା ପାଇଁ ଏବେ ହିଁ ନିଜ କ୍ଯାରିଅରଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"{count,plural, =1{ଭୁଲ SIM PIN କୋଡ, ଆପଣଙ୍କ ଡିଭାଇସକୁ ଅନଲକ କରିବା ପାଇଁ ଆପଣ ଆପଣଙ୍କର କ୍ୟାରିଅର ସହ ନିଶ୍ଚିତରୂପେ କଣ୍ଟାକ୍ଟ କରିବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}other{ଭୁଲ SIM PIN କୋଡ, ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}}"
"SIM ବ୍ୟବହାର କରାଯାଇପାରିବ ନାହିଁ। ନିଜ କ୍ଯାରିଅରଙ୍କ ସହ କଣ୍ଟାକ୍ଟ କରନ୍ତୁ।"
"{count,plural, =1{ଭୁଲ SIM PUK କୋଡ, SIM ସ୍ଥାୟୀ ଭାବେ ବ୍ୟବହାର ଅଯୋଗ୍ୟ ହେବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}other{ଭୁଲ SIM PUK କୋଡ, SIM ସ୍ଥାୟୀ ଭାବେ ବ୍ୟବହାର ଅଯୋଗ୍ୟ ହେବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}}"
"SIM PIN କାମ ବିଫଳ ହେଲା!"
"SIM PUKର କାମ ବିଫଳ ହେଲା!"
"ଇନପୁଟ୍ ପଦ୍ଧତି ବଦଳାନ୍ତୁ"
"ଏୟାରପ୍ଲେନ ମୋଡ"
"ଡିଭାଇସ ରିଷ୍ଟାର୍ଟ ହେବା ପରେ ପାଟର୍ନ ଆବଶ୍ୟକ"
"ଡିଭାଇସ ରିଷ୍ଟାର୍ଟ ହେବା ପରେ PIN ଆବଶ୍ୟକ"
"ଡିଭାଇସ ରିଷ୍ଟାର୍ଟ ହେବା ପରେ ପାସୱାର୍ଡ ଆବଶ୍ୟକ"
"ଅତିରିକ୍ତ ସୁରକ୍ଷା ପାଇଁ, ଏହା ପରିବର୍ତ୍ତେ ପାଟର୍ନ ବ୍ୟବହାର କରନ୍ତୁ"
"ଅତିରିକ୍ତ ସୁରକ୍ଷା ପାଇଁ, ଏହା ପରିବର୍ତ୍ତେ PIN ବ୍ୟବହାର କରନ୍ତୁ"
"ଅତିରିକ୍ତ ସୁରକ୍ଷା ପାଇଁ, ଏହା ପରିବର୍ତ୍ତେ ପାସୱାର୍ଡ ବ୍ୟବହାର କରନ୍ତୁ"
"ଅତିରିକ୍ତ ସୁରକ୍ଷା ପାଇଁ PIN ଆବଶ୍ୟକ ଅଟେ"
"ଅତିରିକ୍ତ ସୁରକ୍ଷା ପାଇଁ ପାଟର୍ନ ଆବଶ୍ୟକ"
"ଅତିରିକ୍ତ ସୁରକ୍ଷା ପାଇଁ ପାସ୍ୱର୍ଡ ଆବଶ୍ୟକ"
"ଡିଭାଇସ୍ ଆଡମିନଙ୍କ ଦ୍ୱାରା ଲକ୍ କରାଯାଇଛି"
"ଡିଭାଇସ୍ ମାନୁଆଲ ଭାବେ ଲକ୍ କରାଗଲା"
"ଚିହ୍ନଟ ହେଲାନାହିଁ"
"ଫେସ ଅନଲକର ବ୍ୟବହାର ପାଇଁ ସେଟିଂସରେ କ୍ୟାମେରାକୁ ଆକ୍ସେସ ଦିଅ"
"{count,plural, =1{SIM PIN ଲେଖନ୍ତୁ। ଆପଣଙ୍କ ଡିଭାଇସକୁ ଅନଲକ କରିବା ପାଇଁ ଆପଣ ଆପଣଙ୍କର କ୍ୟାରିଅର ସହ ନିଶ୍ଚିତରୂପେ କଣ୍ଟାକ୍ଟ କରିବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}other{SIM PIN ଲେଖନ୍ତୁ। ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି।}}"
"{count,plural, =1{SIMକୁ ବର୍ତ୍ତମାନ ଅକ୍ଷମ କରାଯାଇଛି। ଜାରି ରଖିବାକୁ PUK କୋଡ ଲେଖନ୍ତୁ। SIM ସ୍ଥାୟୀ ଭାବେ ବ୍ୟବହାର ଅଯୋଗ୍ୟ ହେବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି। ବିବରଣୀ ପାଇଁ କ୍ୟାରିଅର ସହ କଣ୍ଟାକ୍ଟ କରନ୍ତୁ।}other{SIMକୁ ବର୍ତ୍ତମାନ ଅକ୍ଷମ କରାଯାଇଛି। ଜାରି ରଖିବାକୁ PUK କୋଡ ଲେଖନ୍ତୁ। SIM ସ୍ଥାୟୀ ଭାବେ ବ୍ୟବହାର ଅଯୋଗ୍ୟ ହେବା ପୂର୍ବରୁ ଆପଣଙ୍କ ପାଖରେ #ଟି ପ୍ରଚେଷ୍ଟା ବାକି ଅଛି। ବିବରଣୀ ପାଇଁ କ୍ୟାରିଅର ସହ କଣ୍ଟାକ୍ଟ କରନ୍ତୁ।}}"
"ଡିଫଲ୍ଟ"
"ବବଲ୍"
"ଆନାଲଗ୍"
"ଜାରି ରଖିବା ପାଇଁ ଆପଣଙ୍କ ଡିଭାଇସକୁ ଅନଲକ କରନ୍ତୁ"
"ପରେ ଅପଡେଟ ଇନଷ୍ଟଲ କରିବାକୁ PIN ଲେଖନ୍ତୁ"
"ପରେ ଅପଡେଟ ଇନଷ୍ଟଲ କରିବାକୁ ପାସୱାର୍ଡ ଲେଖନ୍ତୁ"
"ପରେ ଅପଡେଟ ଇନଷ୍ଟଲ କରିବାକୁ ପାଟର୍ନ ଡ୍ର କରନ୍ତୁ"
"ଡିଭାଇସ ଅପଡେଟ କରାଯାଇଛି। ଜାରି ରଖିବାକୁ PIN ଲେଖନ୍ତୁ।"
"ଡିଭାଇସ ଅପଡେଟ କରାଯାଇଛି। ଜାରି ରଖିବାକୁ ପାସୱାର୍ଡ ଲେଖନ୍ତୁ।"
"ଡିଭାଇସ ଅପଡେଟ କରାଯାଇଛି। ଜାରି ରଖିବାକୁ ପାଟର୍ନ ଡ୍ର କରନ୍ତୁ।"