"AdServices Topics APIକୁ ଆକ୍ସେସ କରନ୍ତୁ"
"AdServices Topics APIକୁ ଆକ୍ସେସ କରିବା ପାଇଁ ଏକ ଆପ୍ଲିକେସନକୁ ଅନୁମତି ଦିଏ।"
"AdServices Attribution APIଗୁଡ଼ିକୁ ଆକ୍ସେସ କରନ୍ତୁ"
"AdServices Attribution APIଗୁଡ଼ିକୁ ଆକ୍ସେସ କରିବା ପାଇଁ ଏକ ଆପ୍ଲିକେସନକୁ ଅନୁମତି ଦିଏ।"
"AdServices Custom Audience APIକୁ ଆକ୍ସେସ କରନ୍ତୁ"
"AdServices Custom Audience APIକୁ ଆକ୍ସେସ କରିବା ପାଇଁ ଏକ ଆପ୍ଲିକେସନକୁ ଅନୁମତି ଦିଏ।"
"AdId APIକୁ ଆକ୍ସେସ କରନ୍ତୁ"
"AdId APIକୁ ଆକ୍ସେସ କରିବା ପାଇଁ ଏକ ଆପ୍ଲିକେସନକୁ ଅନୁମତି ଦିଏ।"
"AdServices Consent APIକୁ ଆକ୍ସେସ କରନ୍ତୁ"
"ଏହା AdServices Consent APIକୁ ଆକ୍ସେସ କରିବା ପାଇଁ ଏକ ଆପ୍ଲିକେସନକୁ ଅନୁମତି ଦିଏ।"
"Ad ID APIକୁ ଆକ୍ସେସ କରନ୍ତୁ"
"Ad ID APIକୁ ଆକ୍ସେସ କରିବା ପାଇଁ ଏକ ଆପ୍ଲିକେସନକୁ ଅନୁମତି ଦିଏ।"
"AdServices Cobalt Upload APIକୁ ଆକ୍ସେସ କରନ୍ତୁ"
"AdServices Cobalt Upload APIକୁ ଆକ୍ସେସ କରିବା ପାଇଁ ଏକ ଆପ୍ଲିକେସନକୁ ଅନୁମତି ଦିଏ।"
"App Set ID APIକୁ ଆକ୍ସେସ କରନ୍ତୁ"
"App Set ID APIକୁ ଆକ୍ସେସ କରିବା ପାଇଁ ଏକ ଆପ୍ଲିକେସନକୁ ଅନୁମତି ଦିଏ।"
"Consent Service APIକୁ ଆକ୍ସେସ"
"ଏହା Consent Service APIକୁ ଆକ୍ସେସ କରିବା ପାଇଁ ଏକ ଆପ୍ଲିକେସନକୁ ଅନୁମତି ଦିଏ।"
"AdServiceର ସକ୍ଷମକରଣ ସ୍ଥିତିର ସଂଶୋଧନ APIକୁ ଆକ୍ସେସ"
"ଏକ ଆପ୍ଲିକେସନକୁ AdServiceର ସକ୍ଷମକରଣ ସ୍ଥିତିର ସଂଶୋଧନ API ଆକ୍ସେସ କରିବା ପାଇଁ ଅନୁମତି ଦିଏ।"
"AdServiceର ସକ୍ଷମକରଣ ସ୍ଥିତିର APIକୁ ଆକ୍ସେସ"
"ଏକ ଆପ୍ଲିକେସନକୁ AdServiceର ସକ୍ଷମକରଣ ସ୍ଥିତିର API ଆକ୍ସେସ କରିବା ପାଇଁ ଅନୁମତି ଦିଏ।"
"AdServicesManagerର APIଗୁଡ଼ିକୁ ଆକ୍ସେସ କରନ୍ତୁ"
"AdServicesManagerର APIଗୁଡ଼ିକୁ ଆକ୍ସେସ କରିବା ପାଇଁ ଏକ ଆପ୍ଲିକେସନକୁ ଅନୁମତି ଦିଏ।"
"AdServiceର ଅପଡେଟ AdId APIକୁ ଆକ୍ସେସ କରନ୍ତୁ।"
"AdServiceର ଅପଡେଟ AdId APIକୁ ଆକ୍ସେସ କରିବା ପାଇଁ ଏକ ଆପ୍ଲିକେସନକୁ ଅନୁମତି ଦିଏ।"
"ବିଜ୍ଞାପନ ଗୋପନୀୟତା"
"Androidର ବିଜ୍ଞାପନ ଗୋପନୀୟତା ବିଟାରେ ଯୋଗ ଦିଅନ୍ତୁ"
"ଆପଣଙ୍କୁ ବିଜ୍ଞାପନଗୁଡ଼ିକ ଦେଖାଇବା ପାଇଁ Android ଅଧିକ ବ୍ୟକ୍ତିଗତ ଉପାୟକୁ ଏକ୍ସପ୍ଲୋର କରୁଛି"
"ଅଧିକ ଜାଣନ୍ତୁ"
"Androidର ବିଜ୍ଞାପନ ଗୋପନୀୟତା ବିଟା"
"ନୂଆ କଣ ଅଛି"
"ପ୍ରାଇଭେସି ସେଣ୍ଡବକ୍ସରେ ଥିବା ନୂଆ ଗୋପନୀୟତା ଫିଚରଗୁଡ଼ିକ, ଆପ୍ସକୁ ଆପଣଙ୍କୁ ପ୍ରାସଙ୍ଗିକ ବିଜ୍ଞାପନଗୁଡ଼ିକ ଦେଖାଇବାକୁ ଦିଏ, କିନ୍ତୁ ୱେବସାଇଟ ଏବଂ ଅନ୍ୟ ଡେଭେଲପରଙ୍କ ଆପ୍ସରେ ଆପଣଙ୍କ କାର୍ଯ୍ୟକଳାପ ବିଷୟରେ ସେହି ଆପ୍ସ କ’ଣ ଜାଣିପାରିବ ତାହା ଉପରେ ପ୍ରତିବନ୍ଧକ ଲଗାଏ।"
"ଏହା କିପରି କାମ କରେ"
"କିପରି ଅଂଶଗ୍ରହଣ କରିବେ"
"ବିଟା ଚାଲୁ କରିବା ଫଳରେ ଆପଣଙ୍କୁ ବିଜ୍ଞାପନଗୁଡ଼ିକ ଦେଖାଇବା ପାଇଁ ଏହି ନୂଆ, ଅଧିକ ବ୍ୟକ୍ତିଗତ ଉପାୟକୁ ପରୀକ୍ଷା କରିବା ପାଇଁ ଏହା ଆପ୍ସକୁ ଅନୁମତି ଦିଏ। ଆପଣ ଯେ କୌଣସି ସମୟରେ ଆପଣଙ୍କ ଗୋପନୀୟତା ସେଟିଂସରେ ବିଟାକୁ ବନ୍ଦ କରିପାରିବେ।"
"ନା, ଧନ୍ୟବାଦ"
"ଚାଲୁ କରନ୍ତୁ"
"ଅଧିକ"
"ଅଂଶଗ୍ରହଣ ପାଇଁ ଆପଣଙ୍କୁ ଧନ୍ୟବାଦ"
"ଆପଣ Androidର ବିଜ୍ଞାପନ ଗୋପନୀୟତା ବିଟାର ଅଂଶ ଅଟନ୍ତି। ଆପଣଙ୍କ ଡିଭାଇସ ପାଇଁ ପ୍ରାଇଭେସି ସେଣ୍ଡବକ୍ସ ଚାଲୁ ଅଛି।\n\nଆପଣଙ୍କର ଗୋପନୀୟତା ସେଟିଂସରେ ଆପଣ ଅଧିକ ଜାଣିପାରିବେ କିମ୍ବା ଯେ କୌଣସି ସମୟରେ ବିଟାକୁ ବନ୍ଦ କରିପାରିବେ।"
"ଆପଣ ଅଂଶଗ୍ରହଣ ନକରିବା ପାଇଁ ବାଛିଛନ୍ତି"
"ଆପଣଙ୍କ ଉତ୍ତର ପାଇଁ ଧନ୍ୟବାଦ। ଆପଣଙ୍କ ଡିଭାଇସ ପାଇଁ ପ୍ରାଇଭେସି ସେଣ୍ଡବକ୍ସ ବନ୍ଦ ଅଛି।\n\nଆପଣ ଯଦି ଆପଣଙ୍କର ମନ ପରିବର୍ତ୍ତନ କରନ୍ତି କିମ୍ବା ଅଧିକ ଜାଣିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଗୋପନୀୟତା ସେଟିଂସକୁ ଯାଆନ୍ତୁ।"
"ଗୋପନୀୟତା ସେଟିଂସ"
"ଆପଣ ବିଟା ପ୍ରୋଗ୍ରାମର ଏକ ଅଂଶ ଅଟନ୍ତି"
"ଆପଣଙ୍କର ଡିଭାଇସ ନିମନ୍ତେ ପ୍ରାଇଭେସି ସେଣ୍ଡବକ୍ସ ଚାଲୁ ଅଛି ଏବଂ ଆପଣଙ୍କୁ ବିଜ୍ଞାପନଗୁଡ଼ିକ ଦେଖାଇବା ପାଇଁ ଆପ୍ସ ଏହି ନୂଆ, ଅଧିକ ବ୍ୟକ୍ତିଗତ ଉପାୟକୁ ପରୀକ୍ଷା କରିପାରେ। ଆପଣ ଯେ କୌଣସି ସମୟରେ ଆପଣଙ୍କ ଗୋପନୀୟତା ସେଟିଂସରେ ବିଟାକୁ ବନ୍ଦ କରିପାରିବେ।"
"ବୁଝିଗଲି"
"ଆପଣ ପସନ୍ଦ କରୁଥିବା ବିଜ୍ଞାପନଗୁଡ଼ିକ ଆପଣଙ୍କୁ ଦେଖାଇବା ପାଇଁ ଆପ୍ସ ବ୍ୟବହାର କରିପାରୁଥିବା ନୂଆ ଫିଚରଗୁଡ଼ିକ Androidର ପ୍ରାଇଭେସି ସେଣ୍ଡବକ୍ସ ପ୍ରଦାନ କରେ। ଏହି ଟେକ୍ନୋଲୋଜିଗୁଡ଼ିକ ଡିଭାଇସ ଚିହ୍ନଟକାରୀଗୁଡ଼ିକ ବ୍ୟବହାର କରେ ନାହିଁ।\n\nଆପଣ କେଉଁ ପ୍ରକାରର ବିଜ୍ଞାପନଗୁଡ଼ିକ ପାଇଁ ଆଗ୍ରହୀ ହୋଇପାରନ୍ତି ତାହା Android ଓ ଆପଣଙ୍କ ଆପ୍ସ ଆକଳନ କରିପାରେ ଏବଂ ଆଗ୍ରହଗୁଡ଼ିକୁ ଆପଣଙ୍କ ଡିଭାଇସରେ ସାମୟିକ ଭାବରେ ସେଭ କରିପାରେ। ସମସ୍ତ ୱେବସାଇଟ ଏବଂ ଅନ୍ୟ ଡେଭେଲପରଙ୍କ ଆପ୍ସରେ ଆପଣଙ୍କ କାର୍ଯ୍ୟକଳାପକୁ ଟ୍ରାକ ନକରି, ଏହା ଆପଣ ପସନ୍ଦ କରୁଥିବା ବିଜ୍ଞାପନଗୁଡ଼ିକ ଆପଣଙ୍କୁ ଦେଖାଇବା ପାଇଁ ଅନୁମତି ଦିଏ।"
"ପ୍ରାଇଭେସି ସେଣ୍ଡବକ୍ସ ମାଧ୍ୟମରେ ବିଜ୍ଞାପନ ପର୍ସନାଲାଇଜେସନ"
"• Android ଦ୍ୱାରା ଆକଳନ କରାଯାଇଥିବା ଆଗ୍ରହଗୁଡ଼ିକ"
"ଆପଣ ବ୍ୟବହାର କରୁଥିବା \"ସ୍ପୋର୍ଟ୍ସ\" କିମ୍ବା \"ଟ୍ରାଭେଲ\" ପରି ଆପ୍ସ ଆଧାରରେ Android ପର୍ଯ୍ୟାୟକ୍ରମେ ଆପଣଙ୍କ ଶ୍ରେଷ୍ଠ ଆଗ୍ରହଗୁଡ଼ିକର ଆକଳନ କରେ।\n\nପରେ, ଏକ ଆପ ଆପଣଙ୍କୁ ଅଧିକ ପ୍ରାସଙ୍ଗିକ ବିଜ୍ଞାପନଗୁଡ଼ିକ ଦେଖାଇବାକୁ ସେହି ଆଗ୍ରହଗୁଡ଼ିକ ବ୍ୟବହାର କରିବା ପାଇଁ Androidକୁ କହିପାରେ।\n\nଆପଣଙ୍କ ଗୋପନୀୟତା ସେଟିଂସରେ ବର୍ତ୍ତମାନର ଆଗ୍ରହଗୁଡ଼ିକର ତାଲିକାକୁ ଆପଣ ଦେଖିପାରିବେ ଏବଂ ପସନ୍ଦ କରୁନଥିବା କୌଣସି ଆଗ୍ରହକୁ ବ୍ଲକ କରିପାରିବେ।"
"• ଆପ୍ସ ଦ୍ୱାରା ଆକଳନ କରାଯାଇଥିବା ଆଗ୍ରହଗୁଡ଼ିକ"
"ଆପ୍ସ ଆପଣଙ୍କ ଆଗ୍ରହଗୁଡ଼ିକୁ ଆକଳନ କରିପାରେ ଏବଂ Android ମାଧ୍ୟମରେ ସେଗୁଡ଼ିକୁ ସାମୟିକ ଭାବେ ସେଭ କରିପାରେ। ଉଦାହରଣ ସ୍ୱରୂପ, ଦୌଡ଼ିବା ପାଇଁ ଜୋତାଗୁଡ଼ିକ କିଣିବାକୁ ଆପଣ ବ୍ୟବହାର କରୁଥିବା ଏକ ଆପ ଆପଣଙ୍କର ଆଗ୍ରହକୁ “ରନିଂ ମାରାଥନ” ଭାବେ ଆକଳନ କରିପାରେ।\n\nପରେ, ଏହି ଆଗ୍ରହ ଆଧାରରେ, ଏକ ଭିନ୍ନ ଆପ ଆପଣଙ୍କୁ ମାରାଥନଗୁଡ଼ିକ ସହ ସମ୍ବନ୍ଧିତ ଏକ ବିଜ୍ଞାପନ ଦେଖାଇପାରେ।\n\nଆପଣଙ୍କର ଗୋପନୀୟତା ସେଟିଂସରେ, ସେଭ କରାଯାଇଥିବା ଆଗ୍ରହଗୁଡ଼ିକ ଥିବା ଆପ୍ସର ତାଲିକାକୁ ଆପଣ ପରିଚାଳନା କରିପାରିବେ।"
"ନୂଆ ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକ"
"ବିଜ୍ଞାପନ ବିଷୟଗୁଡ଼ିକ ଏବଂ ନୂଆ ନିୟନ୍ତ୍ରଣଗୁଡ଼ିକ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକ ପାଇଁ ଆପଣଙ୍କୁ ଅଧିକ ବିକଳ୍ପ ପ୍ରଦାନ କରେ"
"ନୂଆ ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକ ବର୍ତ୍ତମାନ ଉପଲବ୍ଧ ଅଛି"
"ଆପଣ ବର୍ତ୍ତମାନ ବ୍ୟବହାର କରିଥିବା ଆପ୍ସ ଆଧାରରେ Android ଆପଣଙ୍କର ରୁଚି ଥିବା ବିଷୟଗୁଡ଼ିକୁ ନୋଟ କରେ। ଏହା ସହିତ, ଆପଣ ବ୍ୟବହାର କରୁଥିବା ଆପ୍ସ ଆପଣ କଣ ପସନ୍ଦ କରନ୍ତି ତାହା ନିର୍ଦ୍ଧାରଣ କରିପାରିବ। ପରେ, ଆପଣଙ୍କୁ ପର୍ସନାଲାଇଜ କରାଯାଇଥିବା ବିଜ୍ଞାପନଗୁଡ଼ିକ ଦେଖାଇବା ପାଇଁ ଆପ୍ସ ଏହି ସୂଚନା ମାଗିପାରେ। ଆପଣଙ୍କୁ ବିଜ୍ଞାପନଗୁଡ଼ିକ ଦେଖାଇବା ପାଇଁ କେଉଁ ବିଷୟ ଏବଂ ଆପ୍ସ ବ୍ୟବହାର କରାଯାଏ, ତାହା ଆପଣ ବାଛିପାରିବେ।"
"କୌଣସି ବିଜ୍ଞାପନର ପରଫରମାନ୍ସକୁ ମାପିବା ପାଇଁ, ଆପ୍ସ ମଧ୍ୟରେ ସୀମିତ ପ୍ରକାରର ଡାଟା ସେୟାର କରାଯାଏ।"
"Androidରେ ବିଜ୍ଞାପନଗୁଡ଼ିକ ବିଷୟରେ ଅଧିକ"
"ଅଧିକ ଉପଯୋଗୀ ବିଜ୍ଞାପନଗୁଡ଼ିକ"
"ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବାରେ ସାହାଯ୍ୟ କରିବା ପାଇଁ ଆପ୍ସ Androidକୁ ସୂଚନା ମାଗିପାରେ।"
"• ଆପଣ ବର୍ତ୍ତମାନ ବ୍ୟବହାର କରିଥିବା ଆପ୍ସ ଆଧାରରେ Android ଆପଣଙ୍କର ରୁଚି ଥିବା ବିଷୟଗୁଡ଼ିକୁ ନୋଟ କରେ।"
"• ଆପଣ ବ୍ୟବହାର କରୁଥିବା ଆପ୍ସ, ଆପଣ ସେଗୁଡ଼ିକୁ କିପରି ବ୍ୟବହାର କରନ୍ତି ସେହି ଆଧାରର ଆପଣ କଣ ପସନ୍ଦ କରନ୍ତି ତାହା ମଧ୍ୟ ନିର୍ଦ୍ଧାରଣ କରିପାରିବ। ଉଦାହରଣ ସ୍ୱରୂପ, ଯଦି ଆପଣ ଦୀର୍ଘ-ଦୂରତା ପାଇଁ ଦୌଡ଼ିବା ଜୋତା ବିକ୍ରି କରୁଥିବା କୌଣସି ଆପକୁ ବ୍ୟବହାର କରନ୍ତି, ତେବେ ମାରାଥନରେ ଦୌଡ଼ିବା ପାଇଁ ଆପଣ ଆଗ୍ରହୀ ବୋଲି ଆପଟି ସ୍ଥିର କରିପାରେ।"
"ପରେ, ଆପଣ ବ୍ୟବହାର କରୁଥିବା ଏକ ଆପ ଏହି ସୂଚନା ମାଗିପାରେ — ଆପଣଙ୍କ ବିଜ୍ଞାପନ ବିଷୟଗୁଡ଼ିକ କିମ୍ବା ଆପଣ ବ୍ୟବହାର କରିଥିବା ଆପ୍ସ ଦ୍ୱାରା ପରାମର୍ଶ ଦିଆଯାଇଥିବା ବିଜ୍ଞାପନଗୁଡ଼ିକ।"
"Android ବିଷୟ ଏବଂ ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ଡାଟାକୁ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ। ଆପଣ ନିର୍ଦ୍ଦିଷ୍ଟ ବିଷୟ ଏବଂ ଆପ୍ସକୁ ବ୍ଲକ କରିପାରିବେ ଯାହା ପରାମର୍ଶ ଦେଉ ବୋଲି ଆପଣ ଚାହୁଁନାହାଁନ୍ତି।"
"କୌଣସି ବିଜ୍ଞାପନ କେତେ ଭଲ ପରଫର୍ମ କରେ ତାହା ମାପିବା"
"ଆପଣ ବ୍ୟବହାର କରୁଥିବା ଆପ୍ସ, ନିଜର ବିଜ୍ଞାପନଗୁଡ଼ିକର ପରଫରମାନ୍ସ ମାପିବାରେ ସେଗୁଡ଼ିକୁ ସାହାଯ୍ୟ କରିବା ପାଇଁ Androidକୁ ସୂଚନା ମାଗିପାରେ। Android ଆପ୍ସକୁ ସୀମିତ ପ୍ରକାରର ଡାଟା ସଂଗ୍ରହ କରିବାକୁ ଦିଏ, ଯେପରି ଦିନର କେଉଁ ସମୟରେ ଆପଣଙ୍କୁ ବିଜ୍ଞାପନଟି ଦେଖାଯାଇଥିଲା।"
"ନୂଆ ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକୁ ବ୍ୟବହାର କରି ଦେଖନ୍ତୁ"
"ବିଜ୍ଞାପନ ବିଷୟଗୁଡ଼ିକ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକ ପାଇଁ ଆପଣଙ୍କୁ ଅଧିକ ବିକଳ୍ପ ପ୍ରଦାନ କରେ"
"ବିବରଣୀ ଦେଖନ୍ତୁ"
"ନୂଆ ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକୁ ବ୍ୟବହାର କରି ଦେଖନ୍ତୁ"
"Android ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକ ପାଇଁ ଆପଣଙ୍କୁ ଅଧିକ ବିକଳ୍ପ ପ୍ରଦାନ କରୁଥିବା ନୂଆ ଗୋପନୀୟତା ଫିଚରଗୁଡ଼ିକୁ ଲଞ୍ଚ କରୁଛି।"
"ବିଜ୍ଞାପନ ବିଷୟଗୁଡ଼ିକ ଆପଣଙ୍କ ପରିଚୟ ଏବଂ ଆପଣଙ୍କର ଆପ ବ୍ୟବହାର ବିଷୟରେ ସୂଚନାକୁ ସୁରକ୍ଷିତ ରଖିବା ସହିତ ଆପଣଙ୍କୁ ପ୍ରାସଙ୍ଗିକ ବିଜ୍ଞାପନଗୁଡ଼ିକ ଦେଖାଇବାରେ ଆପ୍ସକୁ ସାହାଯ୍ୟ କରେ। ଆପଣ ବର୍ତ୍ତମାନ ବ୍ୟବହାର କରିଥିବା ଆପ୍ସ ଆଧାରରେ Android ଆପଣଙ୍କର ରୁଚି ଥିବା ବିଷୟଗୁଡ଼ିକୁ ନୋଟ କରିପାରିବ। ପରେ, ଆପଣ ବ୍ୟବହାର କରୁଥିବା ଏକ ଆପ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ Androidକୁ ପ୍ରାସଙ୍ଗିକ ବିଷୟଗୁଡ଼ିକ ସମ୍ପର୍କରେ ପଚାରିପାରେ।"
"ଆପଣ ଆପଣଙ୍କ ଡିଭାଇସ ସେଟିଂସରେ ବିଜ୍ଞାପନ ବିଷୟଗୁଡ଼ିକୁ ଦେଖିପାରିବେ ଏବଂ ଆପଣ ଆପ୍ସ ସହ ସେୟାର କରିବାକୁ ଚାହୁଁନଥିବା ବିଷୟଗୁଡ଼ିକୁ ବ୍ଲକ କରିପାରିବେ। Android ମଧ୍ୟ ବିଜ୍ଞାପନ ବିଷୟଗୁଡ଼ିକୁ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ।"
"ଗୋପନୀୟତା ସେଟିଂସରେ ଆପଣ ଯେ କୌଣସି ସମୟରେ ଆପଣଙ୍କ ମନ ପରିବର୍ତ୍ତନ କରିପାରିବେ।"
"ବିଜ୍ଞାପନ ବିଷୟଗୁଡ଼ିକ ସମ୍ପର୍କରେ ଅଧିକ"
"Android ଆପଣଙ୍କ ଡାଟାକୁ କିପରି ସୁରକ୍ଷିତ କରେ, ସେ ବିଷୟରେ ଆମର ""ଗୋପନୀୟତା ନୀତି""ରେ ଅଧିକ ଜାଣନ୍ତୁ।"
"ଏହାକୁ ବ୍ୟବହାର କରି ଦେଖନ୍ତୁ"
"• କେଉଁ ଡାଟା ବ୍ୟବହାର କରାଯାଏ"
"ଏହି ଡିଭାଇସରେ ଆପଣ ବର୍ତ୍ତମାନ ବ୍ୟବହାର କରିଥିବା ଆପ୍ସ ଏବଂ ଆପଣ ସେଗୁଡ଼ିକୁ କେତେ ଥର ବ୍ୟବହାର କରନ୍ତି ତାହା ଉପରେ ଆପଣଙ୍କ ବିଜ୍ଞାପନ ବିଷୟଗୁଡ଼ିକ ଆଧାରିତ ଅଟେ।"
"• ଆମେ ଏହି ଡାଟାକୁ କିପରି ବ୍ୟବହାର କରୁ"
"ଆପଣ ଆପଣଙ୍କ ଆପ୍ସ ବ୍ୟବହାର କରିବା ସମୟରେ Android ଆପଣଙ୍କର ରୁଚି ଥିବା ବିଷୟଗୁଡ଼ିକୁ ନୋଟ କରେ। ବିଷୟର ଲେବଲଗୁଡ଼ିକ ପୂର୍ବରୁ ପରିଭାଷିତ ହୋଇଥାଏ ଏବଂ ଏଥିରେ କଳା ଓ ମନୋରଞ୍ଜନ, ସପିଂ ଏବଂ ସ୍ପୋର୍ଟ୍ସ ପରି ଜିନିଷଗୁଡ଼ିକ ଅନ୍ତର୍ଭୁକ୍ତ ଥାଏ। ପରେ, ଆପଣ ବ୍ୟବହାର କରୁଥିବା ଏକ ଆପ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ Androidକୁ ଆପଣଙ୍କର କିଛି ବିଷୟ (କିନ୍ତୁ ଆପଣଙ୍କ ଆପ ବ୍ୟବହାର କିମ୍ବା ପରିଚୟ ବିଷୟରେ ଡାଟା ନୁହେଁ) ସମ୍ପର୍କରେ ପଚାରିପାରେ।"
"• ଆପଣ ଆପଣଙ୍କ ଡାଟାକୁ କିପରି ପରିଚାଳନା କରିପାରିବେ"
"Android ବିଷୟଗୁଡ଼ିକୁ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ। ଆପଣ ଆପ୍ସ ବ୍ୟବହାର କରିବା ଜାରି ରଖିବା ସମୟରେ, ତାଲିକାରେ କୌଣସି ବିଷୟ ପୁଣି ଦେଖାଯାଇପାରେ। ଗୋପନୀୟତା ସେଟିଂସରେ ଯେ କୌଣସି ସମୟରେ ଆପଣ Android ଯେଉଁ ବିଷୟଗୁଡ଼ିକୁ ଆପ୍ସ ସହ ସେୟାର କରୁ ବୋଲି ଚାହୁଁନାହାଁନ୍ତି ସେଗୁଡ଼ିକୁ ବ୍ଲକ କରିପାରିବେ ଏବଂ ବିଜ୍ଞାପନ ବିଷୟଗୁଡ଼ିକୁ ବନ୍ଦ କରିପାରିବେ।"
"ଆପଣ ଗୋପନୀୟତା ସେଟିଂସରେ ପରିବର୍ତ୍ତନଗୁଡ଼ିକ କରିପାରିବେ।"
"ଅନ୍ୟ ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକ ବର୍ତ୍ତମାନ ଉପଲବ୍ଧ ଅଛି"
"ଆପଣଙ୍କୁ ପର୍ସନାଲାଇଜ କରାଯାଇଥିବା ବିଜ୍ଞାପନଗୁଡ଼ିକ ଦେଖାଇବା ସମୟରେ ଆପ୍ସ ଆପଣଙ୍କ ବିଷୟରେ ଜାଣିପାରୁଥିବା ସୂଚନାକୁ ସୀମିତ କରିବା ପାଇଁ Android ମଧ୍ୟ ନୂଆ ଉପାୟଗୁଡ଼ିକ ଅଫର କରେ।"
"• ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ବିଜ୍ଞାପନଗୁଡ଼ିକ, ଆପଣଙ୍କୁ ପ୍ରାସଙ୍ଗିକ ବିଜ୍ଞାପନ ଦେଖାଇବା ପାଇଁ ଆପ୍ସକୁ ସକ୍ଷମ କରିବା ସମୟରେ ଆପଣଙ୍କ ପରିଚୟ ଏବଂ ଆପଣଙ୍କର ଆପ ବ୍ୟବହାର ବିଷୟରେ ସୂଚନାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ। ଆପଣଙ୍କ କାର୍ଯ୍ୟକଳାପ ଆଧାରରେ, ଆପଣ ବ୍ୟବହାର କରୁଥିବା ଏକ ଆପ ଅନ୍ୟ ଆପ୍ସରେ ସମ୍ବନ୍ଧିତ ବିଜ୍ଞାପନଗୁଡ଼ିକର ପରାମର୍ଶ ଦେଇପାରିବ। ଗୋପନୀୟତା ସେଟିଂସରେ ଆପଣ ଆପ୍ସର ଏକ ତାଲିକା ଦେଖିପାରିବେ ଏବଂ ସେଗୁଡ଼ିକୁ ପରାମର୍ଶ ଦେବାରୁ ବ୍ଲକ କରିପାରିବେ।"
"• ବିଜ୍ଞାପନର ପରିମାପ ସହ, ଆପ୍ସର ବିଜ୍ଞାପନଗୁଡ଼ିକର ପରଫରମାନ୍ସ ମାପିବା ପାଇଁ ସେଗୁଡ଼ିକ ମଧ୍ୟରେ ସୀମିତ ପ୍ରକାରର ଡାଟା ସେୟାର କରାଯାଏ, ଯେପରି ଦିନର କେଉଁ ସମୟରେ ଆପଣଙ୍କୁ ବିଜ୍ଞାପନଟି ଦେଖାଯାଇଥିଲା।"
"ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ବିଜ୍ଞାପନଗୁଡ଼ିକ ଏବଂ ବିଜ୍ଞାପନର ପରିମାପ ବିଷୟରେ ଅଧିକ"
"ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ବିଜ୍ଞାପନଗୁଡ଼ିକ"
"• କେଉଁ ଡାଟା ବ୍ୟବହାର କରାଯାଏ"
"ଏହି ଡିଭାଇସରେ ଆପଣ ବ୍ୟବହାର କରୁଥିବା ଏକ ଆପରେ ଆପଣଙ୍କ କାର୍ଯ୍ୟକଳାପ।"
"• ଏହି ଡାଟାକୁ ଆପ୍ସ କିପରି ବ୍ୟବହାର କରେ"
"ଆପ୍ସ ଆପଣ ପସନ୍ଦ କରୁଥିବା ଜିନିଷଗୁଡ଼ିକ ବିଷୟରେ ସୂଚନା Androidରେ ଷ୍ଟୋର କରିପାରିବ। ଉଦାହରଣ ସ୍ୱରୂପ, ଯଦି ଆପଣ ମାରାଥନ ଟ୍ରେନିଂ ବିଷୟରେ କୌଣସି ଆପ ବ୍ୟବହାର କରନ୍ତି, ତେବେ ଦୌଡ଼ିବା ପାଇଁ ଜୋତାରେ ଆପଣଙ୍କର ରୁଚି ଅଛି ବୋଲି ଆପଟି ସ୍ଥିର କରିପାରେ। ପରେ, ଯଦି ଆପଣ ଏକ ଭିନ୍ନ ଆପ ବ୍ୟବହାର କରନ୍ତି, ତେବେ ସେହି ଆପ ଆପଣଙ୍କୁ ପ୍ରଥମ ଆପ ଦ୍ୱାରା ପରାମର୍ଶ ଦିଆଯାଇଥିବା ଦୌଡ଼ିବା ପାଇଁ ଜୋତାର ବିଜ୍ଞାପନ ଦେଖାଇପାରିବ।"
"• ଆପଣ ଆପଣଙ୍କ ଡାଟାକୁ କିପରି ପରିଚାଳନା କରିପାରିବେ"
"Android ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ଡାଟାକୁ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ। ଆପଣ ପୁଣି ବ୍ୟବହାର କରୁଥିବା ଏକ ଆପ, ତାଲିକାରେ ପୁଣି ଦେଖାଯାଇପାରେ।"
"ଆପଣ ମଧ୍ୟ ଯେ କୌଣସି ସମୟରେ ଗୋପନୀୟତା ସେଟିଂସରେ, କୌଣସି ଆପକୁ ଆପଣଙ୍କ ପାଇଁ ବିଜ୍ଞାପନର ପରାମର୍ଶ ଦେବାରୁ ବ୍ଲକ କରିପାରିବେ, ସମସ୍ତ ବିଜ୍ଞାପନ-ପରାମର୍ଶ ଡାଟାକୁ ରିସେଟ କରିପାରିବେ କିମ୍ବା ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ବିଜ୍ଞାପନଗୁଡ଼ିକୁ ବନ୍ଦ କରିପାରିବେ।"
"ଆପଣ ବ୍ୟବହାର କରୁଥିବା ଆପ୍ସ, ସେଗୁଡ଼ିକର ବିଜ୍ଞାପନଗୁଡ଼ିକର ପରଫରମାନ୍ସ ମାପିବାରେ ସେଗୁଡ଼ିକୁ ସାହାଯ୍ୟ କରୁଥିବା ସୂଚନା Androidକୁ ମାଗିପାରେ। ଆପ୍ସ ପରସ୍ପର ସହିତ ସେୟାର କରିପାରୁଥିବା ସୂଚନାକୁ ସୀମିତ କରି Android ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ କରେ।"
"ନୂଆ ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକ ବର୍ତ୍ତମାନ ଉପଲବ୍ଧ ଅଛି"
"ଆପଣଙ୍କ ପରିଚୟକୁ ସୁରକ୍ଷିତ ରଖିବା ସହିତ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକ ପାଇଁ ଅଧିକ ବିକଳ୍ପ ପାଆନ୍ତୁ"
"ନୂଆ ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକ ବର୍ତ୍ତମାନ ଉପଲବ୍ଧ ଅଛି"
"ଆପଣଙ୍କୁ ପର୍ସନାଲାଇଜ କରାଯାଇଥିବା ବିଜ୍ଞାପନଗୁଡ଼ିକ ଦେଖାଇବା ସମୟରେ ଆପ୍ସ ଆପଣଙ୍କ ବିଷୟରେ ଜାଣିପାରୁଥିବା ସୂଚନାକୁ ସୀମିତ କରିବା ପାଇଁ Android ନୂଆ ଉପାୟଗୁଡ଼ିକ ଲଞ୍ଚ କରୁଛି।"
"• ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ବିଜ୍ଞାପନଗୁଡ଼ିକ ସହ, ନୂଆ ଗୋପନୀୟତା ଫିଚରଗୁଡ଼ିକ ଆପଣଙ୍କୁ ପ୍ରାସଙ୍ଗିକ ବିଜ୍ଞାପନ ଦେଖାଇବା ପାଇଁ ଆପ୍ସକୁ ସକ୍ଷମ କରିବା ସହିତ ଆପଣଙ୍କ ପରିଚୟ ଏବଂ ଆପଣଙ୍କର ଆପ ବ୍ୟବହାର ବିଷୟରେ ସୂଚନାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ। ଆପଣଙ୍କ କାର୍ଯ୍ୟକଳାପ ଆଧାରରେ, ଆପଣ ବ୍ୟବହାର କରୁଥିବା ଏକ ଆପ ଅନ୍ୟ ଆପ୍ସରେ ସମ୍ବନ୍ଧିତ ବିଜ୍ଞାପନଗୁଡ଼ିକର ପରାମର୍ଶ ଦେଇପାରିବ। ଗୋପନୀୟତା ସେଟିଂସରେ ଆପଣ ଆପ୍ସର ଏକ ତାଲିକା ଦେଖିପାରିବେ ଏବଂ ସେଗୁଡ଼ିକୁ ପରାମର୍ଶ ଦେବାରୁ ବ୍ଲକ କରିପାରିବେ।"
"• ବିଜ୍ଞାପନର ପରିମାପ ସହ, ଆପ୍ସର ବିଜ୍ଞାପନଗୁଡ଼ିକର ପରଫରମାନ୍ସକୁ ବୁଝିବା ପାଇଁ ସେଗୁଡ଼ିକ ମଧ୍ୟରେ ସୀମିତ ପ୍ରକାରର ଡାଟା ସେୟାର କରାଯାଏ, ଯେପରି ଦିନର କେଉଁ ସମୟରେ ଆପଣଙ୍କୁ ବିଜ୍ଞାପନଟି ଦେଖାଯାଇଥିଲା।"
"ବିଜ୍ଞାପନଗୁଡ଼ିକର ପରାମର୍ଶ ଦେବା ପାଇଁ ଏହି ଡିଭାଇସରେ ଥିବା ଏକ ଆପରେ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରାଯାଇପାରିବ।"
"ଅନ୍ୟ ଏକ ବିଜ୍ଞାପନ ଗୋପନୀୟତା ଫିଚରକୁ ଚାଲୁ କରନ୍ତୁ"
"Android ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକ ପାଇଁ ଆପଣଙ୍କୁ ଅଧିକ ବିକଳ୍ପ ପ୍ରଦାନ କରୁଥିବା ଏକ ନୂଆ ଗୋପନୀୟତା ଫିଚର ମଧ୍ୟ ଅଫର କରେ।"
"ବିଜ୍ଞାପନ ବିଷୟଗୁଡ଼ିକ ଆପଣଙ୍କ ପରିଚୟ ଏବଂ ଆପଣଙ୍କର ଆପ ବ୍ୟବହାର ବିଷୟରେ ସୂଚନାକୁ ସୁରକ୍ଷିତ ରଖିବା ସହିତ ଆପଣଙ୍କୁ ପ୍ରାସଙ୍ଗିକ ବିଜ୍ଞାପନଗୁଡ଼ିକ ଦେଖାଇବାରେ ଆପ୍ସକୁ ସାହାଯ୍ୟ କରେ। ଆପଣ ବର୍ତ୍ତମାନ ବ୍ୟବହାର କରିଥିବା ଆପ୍ସ ଆଧାରରେ Android ଆପଣଙ୍କର ରୁଚି ଥିବା ବିଷୟଗୁଡ଼ିକୁ ନୋଟ କରିପାରିବ। ପରେ, ଆପଣ ବ୍ୟବହାର କରୁଥିବା ଏକ ଆପ ଆପଣଙ୍କୁ ଅଧିକ ପ୍ରାସଙ୍ଗିକ ବିଜ୍ଞାପନ ଦେଖାଇବା ପାଇଁ Androidକୁ ପ୍ରାସଙ୍ଗିକ ବିଷୟଗୁଡ଼ିକ ସମ୍ପର୍କରେ ପଚାରିପାରିବ।"
"ଆପଣ ଆପଣଙ୍କ ଗୋପନୀୟତା ସେଟିଂସରେ ବିଜ୍ଞାପନ ବିଷୟଗୁଡ଼ିକୁ ଦେଖିପାରିବେ ଏବଂ ଆପଣ ଆପ୍ସ ସହ ସେୟାର କରିବାକୁ ଚାହୁଁନଥିବା ବିଷୟଗୁଡ଼ିକୁ ବ୍ଲକ କରିପାରିବେ। Android ମଧ୍ୟ ବିଜ୍ଞାପନ ବିଷୟଗୁଡ଼ିକୁ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ।"
"ଏହାକୁ ଚାଲୁ କରନ୍ତୁ"
"ନୂଆ ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକ ବର୍ତ୍ତମାନ ଉପଲବ୍ଧ ଅଛି"
"ବର୍ତ୍ତମାନ, ଆପଣଙ୍କ ପରିଚୟକୁ ସୁରକ୍ଷିତ ରଖିବା ସହିତ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକ ପାଇଁ ଅଧିକ ବିକଳ୍ପ ଅଛି"
"ନୂଆ ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକ ବର୍ତ୍ତମାନ ଉପଲବ୍ଧ ଅଛି"
"Android ବର୍ତ୍ତମାନ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକ ପାଇଁ ଆପଣଙ୍କୁ ଅଧିକ ବିକଳ୍ପ ପ୍ରଦାନ କରୁଥିବା ନୂଆ ଗୋପନୀୟତା ଫିଚରଗୁଡ଼ିକ ଅଫର କରୁଛି।"
"ପରବର୍ତ୍ତୀ"
"ପ୍ରାଇଭେସି ସେଣ୍ଡବକ୍ସ"
"Androidର ବିଜ୍ଞାପନ ଗୋପନୀୟତା ବିଟାରେ ଅଂଶଗ୍ରହଣ କରନ୍ତୁ"
"ପ୍ରାଇଭେସି ସେଣ୍ଡବକ୍ସ"
"Android ଦ୍ୱାରା ଆକଳନ କରାଯାଇଥିବା ଆଗ୍ରହଗୁଡ଼ିକ"
"ଆଗ୍ରହଗୁଡ଼ିକୁ ଆକଳନ କରିପାରୁଥିବା ଆପ୍ସ"
"ବିଜ୍ଞାପନ ପରିମାପ"
"ଆପ୍ସ ତା\'ର ବିଜ୍ଞାପନଗୁଡ଼ିକର ପ୍ରଭାବ ମାପିବା ପାଇଁ ପ୍ରାଇଭେସି ସେଣ୍ଡବକ୍ସ ବ୍ୟବହାର କରିପାରିବ। ଏହା କରିବା ପାଇଁ, ବିଜ୍ଞାପନଦାତାମାନେ ସେମାନଙ୍କ ବିଜ୍ଞାପନ ଏବଂ ଆପ୍ସ ମଧ୍ୟରେ ଆପଣଙ୍କ ଇଣ୍ଟରାକ୍ସନ ବିଷୟରେ Android ମାଧ୍ୟମରେ ସାମୟିକ ଭାବେ ଡାଟା ସେଭ କରିପାରିବେ। ସେଗୁଡ଼ିକ ସେଭ କରିପାରିବା ଡାଟାର ପରିମାଣକୁ ପ୍ରତିବନ୍ଧିତ କରାଯାଇଛି ଏବଂ ସେଗୁଡ଼ିକ ନିୟମିତ ଭାବେ ଡିଲିଟ ହୋଇଯିବ।\n\nଆପଣ ଯେ କୌଣସି ସମୟରେ ପ୍ରାଇଭେସି ସେଣ୍ଡବକ୍ସକୁ ବନ୍ଦ କରି ଏହି ଡାଟାକୁ ଡିଲିଟ କରିପାରିବେ।"
"ଆପଣ ବ୍ୟବହାର କରୁଥିବା ଆପ୍ସ ଆଧାରରେ Android ପର୍ଯ୍ୟାୟକ୍ରମେ ଆପଣଙ୍କର ଶ୍ରେଷ୍ଠ ଆଗ୍ରହଗୁଡ଼ିକୁ ଆକଳନ କରେ। ଆପ୍ସ ଆପଣଙ୍କୁ ଅଧିକ ପ୍ରାସଙ୍ଗିକ ବିଜ୍ଞାପନଗୁଡ଼ିକ ଦେଖାଇବା ନିମନ୍ତେ ସେହି ଆଗ୍ରହଗୁଡ଼ିକୁ ବ୍ୟବହାର କରିବା ପାଇଁ Androidକୁ କହିପାରେ।\n\nଯଦି ଆପଣ ଏକ ଆଗ୍ରହକୁ ବ୍ଲକ କରିଦିଅନ୍ତି, ତେବେ ଆପଣ ଏହାକୁ ଅନବ୍ଲକ ନକରିବା ପର୍ଯ୍ୟନ୍ତ ଏହାକୁ ପୁଣି ତାଲିକାରେ ଯୋଗ କରିହେବ ନାହିଁ। ଆପଣ ଏବେ ବି କିଛି ସମ୍ବନ୍ଧିତ ବିଜ୍ଞାପନ ଦେଖିପାରନ୍ତି।"
"ବ୍ଲକ କରନ୍ତୁ"
"ଅନବ୍ଲକ କରନ୍ତୁ"
"ଆପଣ ବ୍ଲକ କରିଥିବା ଆଗ୍ରହଗୁଡ଼ିକ"
"ସମସ୍ତ ରୁଚିକୁ ରିସେଟ କରନ୍ତୁ"
"ବର୍ତ୍ତମାନ ଦେଖାଇବା ପାଇଁ କୌଣସି ରୁଚି ନାହିଁ।"
"ବର୍ତ୍ତମାନ ଦେଖାଇବା ପାଇଁ କୌଣସି ବିଷୟ ନାହିଁ।\n""ବିଜ୍ଞାପନ ବିଷୟ"" ସମ୍ପର୍କରେ ଅଧିକ ଜାଣନ୍ତୁ"
"ପ୍ରାଇଭେସି ସେଣ୍ଡବକ୍ସ"
"ଆପଣ ପସନ୍ଦ କରୁଥିବା ବିଜ୍ଞାପନଗୁଡ଼ିକ ଆପଣଙ୍କୁ ଦେଖାଇବା ପାଇଁ ଆପ୍ସ ବ୍ୟବହାର କରିପାରୁଥିବା ନୂଆ ଫିଚରଗୁଡ଼ିକ Androidର ଗୋପନୀୟତା ବିଟା ପ୍ରଦାନ କରେ। ଏହି ଟେକ୍ନୋଲୋଜିଗୁଡ଼ିକ ଡିଭାଇସ ଚିହ୍ନଟକାରୀଗୁଡ଼ିକ ବ୍ୟବହାର କରେ ନାହିଁ।\n\nଆପଣ କେଉଁ ପ୍ରକାରର ବିଜ୍ଞାପନଗୁଡ଼ିକ ପାଇଁ ଆଗ୍ରହୀ ହୋଇପାରନ୍ତି ତାହା Android ଆକଳନ କରିପାରେ ଏବଂ ସେହି ଆଗ୍ରହଗୁଡ଼ିକୁ ଆପଣଙ୍କ ଡିଭାଇସରେ ସାମୟିକ ଭାବରେ ସେଭ କରିପାରେ। ସମସ୍ତ ୱେବସାଇଟ ଏବଂ ଅନ୍ୟ ଡେଭେଲପରଙ୍କ ଆପ୍ସରେ ଆପଣଙ୍କ କାର୍ଯ୍ୟକଳାପକୁ ଟ୍ରାକ ନକରି, ଏହା ପ୍ରାସଙ୍ଗିକ ବିଜ୍ଞାପନଗୁଡ଼ିକ ଆପଣଙ୍କୁ ଦେଖାଇବା ପାଇଁ ଅନୁମତି ଦିଏ।"
"ଆପଣଙ୍କର କୌଣସି ବ୍ଲକ କରାଯାଇଥିବା ଆଗ୍ରହ ନାହିଁ"
"କୌଣସି ବ୍ଲକ କରାଯାଇଥିବା ବିଷୟ ନାହିଁ"
"ବ୍ଲକ କରାଯାଇଥିବା ବିଷୟଗୁଡ଼ିକୁ ଦେଖନ୍ତୁ"
"ପସନ୍ଦଗୁଡ଼ିକୁ ରିସେଟ କରାଯାଇଛି"
"ବିଷୟଗୁଡ଼ିକ ରିସେଟ କରାଯାଇଛି"
"ଆପ୍ସ ଆପଣଙ୍କ ଆଗ୍ରହଗୁଡ଼ିକୁ ଆକଳନ କରିପାରେ ଏବଂ Android ମାଧ୍ୟମରେ ସେଗୁଡ଼ିକୁ ସାମୟିକ ଭାବେ ସେଭ କରିପାରେ। ପରେ, ଏକ ଭିନ୍ନ ଆପ ଆପଣଙ୍କୁ ଏହି ଆଗ୍ରହଗୁଡ଼ିକ ଆଧାରରେ ଏକ ବିଜ୍ଞାପନ ଦେଖାଇପାରେ।\n\nଯଦି ଆପଣ ଏକ ଆପକୁ ବ୍ଲକ କରନ୍ତି, ଏହା ଆଉ କୌଣସି ଆଗ୍ରହର ଆକଳନ କରିବ ନାହିଁ। ଆପଣ ଏହାକୁ ଅନବ୍ଲକ ନକରିବା ପର୍ଯ୍ୟନ୍ତ ଏହି ଆପ୍ସର ତାଲିକାରେ ଏହାକୁ ପୁଣି ଯୋଗ କରିହେବ ନାହିଁ। ଆପ ଦ୍ୱାରା ପୂର୍ବରୁ ଆକଳନ କରାଯାଇଥିବା ଆଗ୍ରହଗୁଡ଼ିକ ଡିଲିଟ ହୋଇଯିବ, କିନ୍ତୁ ଆପଣ ଏବେ ବି କିଛି ସମ୍ବନ୍ଧିତ ବିଜ୍ଞାପନ ଦେଖିପାରନ୍ତି।"
"ଆପଣ ବ୍ଲକ କରିଥିବା ଆପ୍ସ"
"ବ୍ଲକ କରାଯାଇଥିବା ଆପ୍ସକୁ ଦେଖନ୍ତୁ"
"ଆପ୍ସ ଦ୍ୱାରା ଆକଳନ କରାଯାଇଥିବା ଆଗ୍ରହଗୁଡ଼ିକୁ ରିସେଟ କରନ୍ତୁ"
"ବର୍ତ୍ତମାନ କୌଣସି ଆପ୍ସ ଆପଣଙ୍କ ପାଇଁ ଆଗ୍ରହ ସୃଷ୍ଟି କରୁନାହିଁ"
"ବର୍ତ୍ତମାନ ଦେଖାଇବା ପାଇଁ କୌଣସି ଆପ୍ସ ନାହିଁ। \n""ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ବିଜ୍ଞାପନଗୁଡ଼ିକ"" ବିଷୟରେ ଅଧିକ ଜାଣନ୍ତୁ"
"ପ୍ରାଇଭେସି ସେଣ୍ଡବକ୍ସ"
"ଆପଣ ପସନ୍ଦ କରୁଥିବା ବିଜ୍ଞାପନଗୁଡ଼ିକ ଆପଣଙ୍କୁ ଦେଖାଇବା ପାଇଁ ଆପ୍ସ ବ୍ୟବହାର କରିପାରୁଥିବା ନୂଆ ଫିଚରଗୁଡ଼ିକ Androidର ଗୋପନୀୟତା ବିଟା ପ୍ରଦାନ କରେ। ଏହି ଟେକ୍ନୋଲୋଜିଗୁଡ଼ିକ ଡିଭାଇସ ଚିହ୍ନଟକାରୀଗୁଡ଼ିକ ବ୍ୟବହାର କରେ ନାହିଁ।\n\nଆପଣ କେଉଁ ପ୍ରକାରର ବିଜ୍ଞାପନଗୁଡ଼ିକ ପାଇଁ ଆଗ୍ରହୀ ହୋଇପାରନ୍ତି ତାହା ଆପ୍ସ ଆକଳନ କରିପାରେ ଏବଂ ସେହି ଆଗ୍ରହଗୁଡ଼ିକୁ ଆପଣଙ୍କ ଡିଭାଇସରେ ସାମୟିକ ଭାବରେ ସେଭ କରିପାରେ। ସମସ୍ତ ୱେବସାଇଟ ଏବଂ ଅନ୍ୟ ଡେଭେଲପରଙ୍କ ଆପ୍ସରେ ଆପଣଙ୍କ କାର୍ଯ୍ୟକଳାପକୁ ଟ୍ରାକ ନକରି, ଏହା ପ୍ରାସଙ୍ଗିକ ବିଜ୍ଞାପନଗୁଡ଼ିକ ଆପଣଙ୍କୁ ଦେଖାଇବା ପାଇଁ ଅନୁମତି ଦିଏ।"
"ବ୍ଲକ କରାଯାଇଥିବା କୌଣସି ଆପ୍ସ ଆପଣଙ୍କର ନାହିଁ"
"କୌଣସି ବ୍ଲକ କରାଯାଇଥିବା ଆପ୍ସ ନାହିଁ"
"ବିଜ୍ଞାପନ ପରିମାପକୁ ଅନୁମତି ଦିଅନ୍ତୁ"
"ଆପ୍ସ ଏବଂ ବିଜ୍ଞାପନଦାତାମାନେ Androidଠାରୁ ସୂଚନା ପାଇଁ ଅନୁରୋଧ କରିପାରିବେ ଯାହା ସେମାନଙ୍କ ବିଜ୍ଞାପନଗୁଡ଼ିକର ପରଫରମାନ୍ସକୁ ମାପିବାରେ ସେମାନଙ୍କୁ ସାହାଯ୍ୟ କରେ।\n\nଆପଣଙ୍କ ଡିଭାଇସରୁ ବିଜ୍ଞାପନ ପରିମାପ ଡାଟାକୁ ନିୟମିତ ଭାବେ ଡିଲିଟ କରାଯାଏ।"
"ପରିମାପ ଡାଟାକୁ ରିସେଟ କରନ୍ତୁ"
"ଆପ୍ସ ପରସ୍ପର ସହିତ ସେୟାର କରିପାରୁଥିବା ସୂଚନାକୁ ସୀମିତ କରି Android ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ କରେ। ଆପଣଙ୍କର ପରିଚୟକୁ ସୁରକ୍ଷିତ ରଖିବା ପାଇଁ ବିଳମ୍ବରେ ରିପୋର୍ଟଗୁଡ଼ିକ ପଠାଯାଏ।\n\nଆପଣଙ୍କ ବ୍ରାଉଜରରେ ଏକ ସମାନ ସେଟିଂ ରହିଥାଇପାରେ। ଯଦି ଉଭୟ Android ଓ ଆପଣଙ୍କ ବ୍ରାଉଜର ପାଇଁ ବିଜ୍ଞାପନ ପରିମାପ ଚାଲୁ ଥାଏ, ତେବେ ଏକ କମ୍ପାନୀ ଆପଣ ବ୍ୟବହାର କରୁଥିବା ଆପ୍ସ ଏବଂ ଆପଣ ଭିଜିଟ କରୁଥିବା ସାଇଟଗୁଡ଼ିକ ମଧ୍ୟରେ କୌଣସି ବିଜ୍ଞାପନର ପ୍ରଭାବ ମାପିବା ପାଇଁ ସକ୍ଷମ ହୋଇପାରେ। ଆପଣଙ୍କ ଡିଭାଇସରେ ଆପଣଙ୍କ ବ୍ରାଉଜିଂ ଇତିହାସକୁ ବ୍ୟକ୍ତିଗତ ରଖାଯାଏ।\n\nAndroid ଆପଣଙ୍କ ଡାଟାକୁ କିପରି ସୁରକ୍ଷିତ କରେ, ସେ ବିଷୟରେ ଆମର ""ଗୋପନୀୟତା ନୀତି""ରେ ଅଧିକ ଜାଣନ୍ତୁ।"
"ବିଜ୍ଞାପନ ପରିମାପ ଡାଟା ରିସେଟ କରାଯାଇଛି"
"ବାତିଲ କରନ୍ତୁ"
"ପ୍ରାଇଭେସି ସେଣ୍ଡବକ୍ସକୁ ବନ୍ଦ କରିବେ?"
"ଯଦି ଆପଣ ଆପଣଙ୍କ ମନ ପରିବର୍ତ୍ତନ କରନ୍ତି କିମ୍ବା Androidର ବିଜ୍ଞାପନ ଗୋପନୀୟତା ବିଟା ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଗୋପନୀୟତା ସେଟିଂସକୁ ଯାଆନ୍ତୁ"
"ବନ୍ଦ କରନ୍ତୁ"
"%1$sକୁ ବ୍ଲକ କରିବେ?"
"ଏହି ବିଷୟକୁ ବ୍ଲକ କରିଦିଆଯିବ ଏବଂ ଆପଣ ଏହାକୁ ପୁଣି ଯୋଗ ନକରିବା ପର୍ଯ୍ୟନ୍ତ ଆପଣଙ୍କ ତାଲିକାରେ ଏହାକୁ ପୁଣି ଯୋଗ କରାଯିବ ନାହିଁ। ଆପଣ ଏବେ ବି କିଛି ସମ୍ବନ୍ଧିତ ବିଜ୍ଞାପନ ଦେଖିପାରନ୍ତି।"
"ବ୍ଲକ କରନ୍ତୁ"
"%1$sକୁ ଅନବ୍ଲକ କରାଯାଇଛି"
"Android ଆପଣଙ୍କ ତାଲିକାରେ ଏହି ବିଷୟକୁ ପୁଣି ଯୋଗ କରିପାରେ, କିନ୍ତୁ ଏହା ତୁରନ୍ତ ଦେଖାଯାଇନପାରେ"
"ଠିକ ଅଛି"
"ସମସ୍ତ ବିଜ୍ଞାପନ ବିଷୟକୁ ରିସେଟ କରିବେ?"
"ଆପଣଙ୍କ ତାଲିକା ଖାଲି ହୋଇଯିବ ଏବଂ ଭବିଷ୍ୟତରେ ନୂଆ ବିଷୟଗୁଡ଼ିକୁ ଯୋଗ କରାଯିବ। ଆପଣ ରିସେଟ କରିଥିବା ବିଷୟଗୁଡ଼ିକ ସହ ସମ୍ବନ୍ଧିତ କିଛି ବିଜ୍ଞାପନ ଆପଣ ଏବେ ବି ଦେଖିପାରନ୍ତି।"
"ରିସେଟ କରନ୍ତୁ"
"%1$sକୁ ବ୍ଲକ କରିବେ?"
"ଏହି ଆପ ବିଜ୍ଞାପନଗୁଡ଼ିକର ପରାମର୍ଶ ଦେବ ନାହିଁ ଏବଂ ଆପଣ ଏହାକୁ ଅନବ୍ଲକ ନକରିବା ପର୍ଯ୍ୟନ୍ତ ଆପଣଙ୍କ ତାଲିକାରେ ଏହାକୁ ପୁଣି ଯୋଗ କରାଯିବ ନାହିଁ। ଆପଣ ଏବେ ବି କିଛି ସମ୍ବନ୍ଧିତ ବିଜ୍ଞାପନ ଦେଖିପାରନ୍ତି।"
"%1$sକୁ ଅନବ୍ଲକ କରାଯାଇଛି"
"ଏହି ଆପ ଆପଣଙ୍କ ପାଇଁ ବିଜ୍ଞାପନଗୁଡ଼ିକର ପୁଣି ପରାମର୍ଶ ଦେଇପାରିବ, କିନ୍ତୁ ସେଗୁଡ଼ିକ ତୁରନ୍ତ ଆପଣଙ୍କ ତାଲିକାରେ ଦେଖାଯାଇନପାରେ। ସମ୍ବନ୍ଧିତ ବିଜ୍ଞାପନଗୁଡ଼ିକ ଆପଣଙ୍କୁ ଦେଖାଯିବା ପାଇଁ କିଛି ସମୟ ଲାଗିପାରେ।"
"ଆପ୍ସ ଦ୍ୱାରା ପରାମର୍ଶ ଦିଆଯାଇଥିବା ବିଜ୍ଞାପନଗୁଡ଼ିକୁ ରିସେଟ କରିବେ?"
"ଆପଣଙ୍କ ତାଲିକାରେ ଥିବା ଆପ୍ସରୁ ବିଜ୍ଞାପନ-ପରାମର୍ଶ ଡାଟା ଡିଲିଟ ହୋଇଯିବ ଏବଂ ଭବିଷ୍ୟତରେ ଆପ୍ସ ନୂଆ ବିଜ୍ଞାପନଗୁଡ଼ିକର ପରାମର୍ଶ ଦେବ। ଆପଣ ଏବେ ବି କିଛି ସମ୍ବନ୍ଧିତ ବିଜ୍ଞାପନ ଦେଖିପାରନ୍ତି।"
"ଆପ ଡାଟା ରିସେଟ କରାଯାଇଛି"
"ବିଜ୍ଞାପନ ବିଷୟଗୁଡ଼ିକ ଚାଲୁ ଅଛି"
"Android ଆଗ୍ରହର ବିଷୟଗୁଡ଼ିକୁ ନୋଟ କରିବା ଆରମ୍ଭ କରିବ, କିନ୍ତୁ ଆପଣଙ୍କର ପ୍ରଥମ ବିଷୟଗୁଡି଼କ ଦେଖାଯିବା ପାଇଁ କିଛି ସମୟ ଲାଗିପାରେ।"
"ବିଜ୍ଞାପନ ବିଷୟଗୁଡ଼ିକ ବନ୍ଦ କରିବେ?"
"ବିଷୟଗୁଡ଼ିକର ଏହି ତାଲିକା ଡିଲିଟ ହୋଇଯିବ। Android ଆଉ ଆଗ୍ରହର ବିଷୟଗୁଡ଼ିକୁ ନୋଟ କରିବ ନାହିଁ, କିନ୍ତୁ ଆପଣ ଏବେ ବି ପ୍ରାସଙ୍ଗିକ ବିଜ୍ଞାପନଗୁଡ଼ିକୁ ଦେଖିପାରନ୍ତି।"
"ଆପ-ପରାମର୍ଶିତ ବିଜ୍ଞାପନ ଚାଲୁ ଅଛି"
"ଆପ୍ସ ବିଜ୍ଞାପନଗୁଡ଼ିକର ପରାମର୍ଶ ଦେବା ଆରମ୍ଭ କରିପାରେ। ଆପ୍ସ ବିଜ୍ଞାପନର ପରାମର୍ଶ ଦେବା ଆରମ୍ଭ କରିବା ପରେ ଆପଣ ସେଗୁଡ଼ିକର ଏକ ତାଲିକା ଦେଖିବେ।"
"ଆପ-ପରାମର୍ଶିତ ବିଜ୍ଞାପନଗୁଡ଼ିକୁ ବନ୍ଦ କରିବେ?"
"ସମସ୍ତ ବିଜ୍ଞାପନ ପରାମର୍ଶ ଡାଟା ଡିଲିଟ ହୋଇଯିବ। ଆପ୍ସ ଆଉ ବିଜ୍ଞାପନଗୁଡ଼ିକର ପରାମର୍ଶ ଦେବାକୁ ସକ୍ଷମ ହେବ ନାହିଁ, କିନ୍ତୁ ଆପଣ ଏବେ ବି ପ୍ରାସଙ୍ଗିକ ବିଜ୍ଞାପନଗୁଡ଼ିକ ଦେଖିପାରନ୍ତି।"
"ବିଜ୍ଞାପନ ପରିମାପ ଚାଲୁ ଅଛି"
"ଆପ୍ସକୁ ସେଗୁଡ଼ିକର ବିଜ୍ଞାପନର ପରଫରମାନ୍ସ ମାପିବାରେ ସାହାଯ୍ୟ କରିବାକୁ ଆପ୍ସ ସହ କେବଳ ସୀମିତ ସୂଚନା ସେୟାର କରିପାରିବ।"
"ବିଜ୍ଞାପନ ପରିମାପ ବନ୍ଦ କରିବେ?"
"ବାକି ଥିବା ସମସ୍ତ ବିଜ୍ଞାପନ ପରିମାପ ରିପୋର୍ଟଗୁଡ଼ିକ ଡିଲିଟ ହୋଇଯିବ ଏବଂ କୌଣସି ନୂଆ ରିପୋର୍ଟ ସୃଷ୍ଟି ହେବ ନାହିଁ କିମ୍ବା ସେୟାର କରାଯିବ ନାହିଁ।"
"ବିଜ୍ଞାପନ ଗୋପନୀୟତା"
"ବିଜ୍ଞାପନ ବିଷୟଗୁଡ଼ିକ"
"ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ବିଜ୍ଞାପନଗୁଡ଼ିକ"
"ଆପଣ ବର୍ତ୍ତମାନ ବ୍ୟବହାର କରିଥିବା ଆପ୍ସ ଏବଂ ଆପଣ ସେଗୁଡ଼ିକୁ କେତେ ଥର ବ୍ୟବହାର କରନ୍ତି ତାହା ଆଧାରରେ Android ଆପଣଙ୍କର ରୁଚି ଥିବା ବିଷୟକୁ ନୋଟ କରେ।"
"ଆପଣ ବ୍ୟବହାର କରୁଥିବା ଆପ୍ସ, ଆପଣ ସେଗୁଡ଼ିକୁ କିପରି ବ୍ୟବହାର କରନ୍ତି ସେହି ଆଧାରରେ ଆପଣ କଣ ପସନ୍ଦ କରନ୍ତି ତାହା ମଧ୍ୟ ନିର୍ଦ୍ଧାରଣ କରିପାରିବ।"
"ଆପଣ ବ୍ୟବହାର କରୁଥିବା ଆପ୍ସ, ସେଗୁଡ଼ିକର ବିଜ୍ଞାପନଗୁଡ଼ିକର ପରଫରମାନ୍ସ ମାପିବାରେ ସେଗୁଡ଼ିକୁ ସାହାଯ୍ୟ କରିବା ପାଇଁ Androidକୁ ସୂଚନା ମାଗିପାରେ। Android ଆପ୍ସକୁ ସୀମିତ ପ୍ରକାରର ଡାଟା ସଂଗ୍ରହ କରିବାକୁ ଦିଏ।"
"Androidରେ ବିଜ୍ଞାପନ ଗୋପନୀୟତା"" ବିଷୟରେ ଅଧିକ ଜାଣନ୍ତୁ"
"ଚାଲୁ ଅଛି / %1$dଟି ବିଷୟ"
"{count,plural, =1{ଚାଲୁ ଅଛି / #ଟି ବିଷୟ}other{ଚାଲୁ ଅଛି / #ଟି ବିଷୟ}}"
"ଚାଲୁ ଅଛି/%1$dଟି ଆପ୍ସ"
"{count,plural, =1{ଚାଲୁ ଅଛି / #ଟି ଆପ}other{ଚାଲୁ ଅଛି / #ଟି ଆପ୍ସ}}"
"ଚାଲୁ ଅଛି"
"ବନ୍ଦ ଅଛି"
"ରୁଚି ଥିବା ବିଷୟଗୁଡ଼ିକ ଆପଣ ବର୍ତ୍ତମାନ ବ୍ୟବହାର କରିଥିବା ଆପ୍ସ ଉପରେ ଆଧାରିତ ଅଟେ ଏବଂ ଆପଣଙ୍କୁ ପର୍ସନାଲାଇଜ କରାଯାଇଥିବା ବିଜ୍ଞାପନଗୁଡ଼ିକୁ ଦେଖାଇବା ପାଇଁ ଆପ୍ସ ଦ୍ୱାରା ସେଗୁଡ଼ିକୁ ବ୍ୟବହାର କରାଯାଏ।\n\nଆପଣ ଆପ୍ସ ସହ ସେୟାର କରିବାକୁ ଚାହୁଁନଥିବା ବିଷୟଗୁଡ଼ିକୁ ବ୍ଲକ କରିପାରିବେ। Android ବିଷୟଗୁଡ଼ିକୁ ମଧ୍ୟ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ।\n\nଯଦିଓ ଏହି ଫିଚରକୁ ଚାଲୁ କରାଯାଇପାରିବ, ଏହି ଫିଚର ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ନହେବା ଏବଂ ଆପ୍ସ ଏହାକୁ ବ୍ୟବହାର କରିବା ଆରମ୍ଭ ନକରିବା ପର୍ଯ୍ୟନ୍ତ ଆପଣ ବିଷୟଗୁଡ଼ିକର ଏକ ତାଲିକା ଦେଖିନପାରନ୍ତି।"
"ବିଜ୍ଞାପନ ବିଷୟଗୁଡ଼ିକୁ ଅନୁମତି ଦିଅନ୍ତୁ"
"ଆପଣ ବ୍ଲକ କରିଥିବା ବିଜ୍ଞାପନ ବିଷୟଗୁଡ଼ିକ"
"ସମସ୍ତ ବିଜ୍ଞାପନ ବିଷୟକୁ ରିସେଟ କରନ୍ତୁ"
"ଆପଣ ଗତ କିଛି ସପ୍ତାହରେ ବ୍ୟବହାର କରିଥିବା ଆପ୍ସ ଆଧାରରେ Android ଆପଣଙ୍କର ରୁଚି ଥିବା ବିଷୟଗୁଡ଼ିକୁ ନୋଟ କରେ।\n\nପରେ, ଆପଣ ବ୍ୟବହାର କରୁଥିବା ଏକ ଆପ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ Androidକୁ ଆପଣଙ୍କ ବିଷୟଗୁଡ଼ିକ ସମ୍ପର୍କରେ ପଚାରିପାରେ। ଆପଣଙ୍କ ପରିଚୟ ଏବଂ ଆପଣଙ୍କର ଆପ ବ୍ୟବହାର ବିଷୟରେ ସୂଚନାକୁ ସୁରକ୍ଷିତ କରିବା ସମୟରେ Android 3ଟି ପର୍ଯ୍ୟନ୍ତ ବିଷୟ ସେୟାର କରେ।\n\nAndroid ବିଷୟଗୁଡ଼ିକୁ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ। ଆପଣ ଆପ୍ସ ବ୍ୟବହାର କରିବା ଜାରି ରଖିବା ସମୟରେ, ତାଲିକାରେ କୌଣସି ବିଷୟ ପୁଣି ଦେଖାଯାଇପାରେ। କିମ୍ବା Android ଯେଉଁ ବିଷୟଗୁଡ଼ିକୁ ଆପ୍ସ ସହ ସେୟାର କରୁ ବୋଲି ଆପଣ ଚାହୁଁନାହାଁନ୍ତି, ଆପଣ ସେଗୁଡ଼ିକୁ ବ୍ଲକ କରିପାରିବେ।\n\nଆପଣଙ୍କ ଆପ୍ସରେ, ଏହି ସେଟିଂ, ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ବିଜ୍ଞାପନ ସେଟିଂ, ଆପଣଙ୍କ ବିଜ୍ଞାପନ ID ସେଟିଂସ ଏବଂ ଆପଣ ବ୍ୟବହାର କରୁଥିବା ଆପ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରେ ନା ନାହିଁ, ତାହା ଉପରେ ନିର୍ଭର କରି ଆପଣ ଦେଖୁଥିବା କୌଣସି ବିଜ୍ଞାପନକୁ ପର୍ସନାଲାଇଜ କରାଯାଇପାରେ।"
"ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ବିଜ୍ଞାପନଗୁଡ଼ିକୁ ଅନୁମତି ଦିଅନ୍ତୁ"
"ଆପଣ ବ୍ୟବହାର କରୁଥିବା ଆପ୍ସ ଆପଣ କଣ ପସନ୍ଦ କରନ୍ତି ତାହା ନିର୍ଦ୍ଧାରଣ କରିପାରିବ ଏବଂ ତା\'ପରେ ଅନ୍ୟ ଆପ୍ସରେ ବିଜ୍ଞାପନଗୁଡ଼ିକର ପରାମର୍ଶ ଦେଇପାରିବ।\n\nଆପଣ ଆପ୍ସକୁ ପରାମର୍ଶ ଦେବାରୁ ବ୍ଲକ କରିପାରିବେ। Android ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ଡାଟାକୁ ମଧ୍ୟ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ।\n\nଯଦିଓ ଏହି ଫିଚରକୁ ଚାଲୁ କରାଯାଇପାରିବ, ଏହି ଫିଚର ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ନହେବା ଏବଂ ଆପ୍ସ ଏହାକୁ ବ୍ୟବହାର କରିବା ଆରମ୍ଭ ନକରିବା ପର୍ଯ୍ୟନ୍ତ ଆପଣ ଆପ୍ସର ଏକ ତାଲିକା ଦେଖିନପାରନ୍ତି।"
"ଆପଣ ବ୍ଲକ କରିଥିବା ଆପ୍ସ"
"ଆପ-ଦ୍ୱାରା ପରାମର୍ଶ ଦିଆଯାଇଥିବା ଡାଟାକୁ ରିସେଟ କରନ୍ତୁ"
"ଆପଣଙ୍କ ଅନୁଭୂତିକୁ ପର୍ସନାଲାଇଜ କରିବା ପାଇଁ, ଆପଣ ବ୍ୟବହାର କରୁଥିବା ଆପ୍ସ ସାଧାରଣତଃ ଆପଣଙ୍କର ରୁଚି ଥିବା ଜିନିଷଗୁଡ଼ିକୁ ମନେ ରଖେ। ଆପ୍ସ ମଧ୍ୟ Androidରେ ଆପଣଙ୍କ ବିଷୟଗୁଡ଼ିକ ସମ୍ପର୍କରେ ସୂଚନା ଷ୍ଟୋର କରିପାରିବ।\n\nଉଦାହରଣ ସ୍ୱରୂପ, ଯଦି ଆପଣ ମାରାଥନ ଟ୍ରେନିଂ ବିଷୟରେ କୌଣସି ଆପ ବ୍ୟବହାର କରନ୍ତି, ତେବେ ଦୌଡ଼ିବା ପାଇଁ ଜୋତାରେ ଆପଣଙ୍କର ରୁଚି ଅଛି ବୋଲି ଆପଟି ସ୍ଥିର କରିପାରେ। ପରେ, ଯଦି ଆପଣ ଏକ ଭିନ୍ନ ଆପ ବ୍ୟବହାର କରନ୍ତି, ତେବେ ସେହି ଆପ ଆପଣଙ୍କୁ ପ୍ରଥମ ଆପ ଦ୍ୱାରା ପରାମର୍ଶ ଦିଆଯାଇଥିବା ଦୌଡ଼ିବା ପାଇଁ ଜୋତାର ବିଜ୍ଞାପନ ଦେଖାଇପାରିବ।\n\nAndroid ଆପ ଦ୍ୱାରା-ପରାମର୍ଶ ଦିଆଯାଇଥିବା ଡାଟାକୁ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ। ଆପଣ ପୁଣି ବ୍ୟବହାର କରୁଥିବା ଏକ ଆପ ତାଲିକାରେ ପୁଣି ଦେଖାଯାଇପାରେ। କିମ୍ବା ଆପଣ ଏକ ଆପକୁ ଆପଣଙ୍କ ପାଇଁ ବିଜ୍ଞାପନର ପରାମର୍ଶ ଦେବାରୁ ବ୍ଲକ କରିପାରିବେ।\n\nଆପଣଙ୍କ ଆପ୍ସରେ, ଏହି ସେଟିଂ, ବିଜ୍ଞାପନ ବିଷୟ ସେଟିଂ, ଆପଣଙ୍କ ବିଜ୍ଞାପନ ID ସେଟିଂସ ଏବଂ ଆପଣ ବ୍ୟବହାର କରୁଥିବା ଆପ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରେ ନା ନାହିଁ, ତାହା ଉପରେ ନିର୍ଭର କରି ଆପଣ ଦେଖୁଥିବା କୌଣସି ବିଜ୍ଞାପନକୁ ପର୍ସନାଲାଇଜ କରାଯାଇପାରେ।"
"ନୂଆ ବିଜ୍ଞାପନ ଗୋପନୀୟତା ଫିଚର ବର୍ତ୍ତମାନ ଉପଲବ୍ଧ ଅଛି"
"ବିଜ୍ଞାପନ ପରଫରମାନ୍ସ ମାପିବାରେ ସାହାଯ୍ୟ କରିବା ପାଇଁ ଆପ୍ସ ମଧ୍ୟରେ କେବଳ ଅତି ସୀମିତ ସୂଚନା ସେୟାର କରାଯାଏ"
"ଆମେ ବିଜ୍ଞାପନ ପରିମାପ ନାମକ ଏକ ନୂଆ ବିଜ୍ଞାପନ ଗୋପନୀୟତା ଫିଚର ଲଞ୍ଚ କରୁଛୁ। Android ଆପଣଙ୍କୁ ଏକ ବିଜ୍ଞାପନ ଦେଖାଇବା ସମୟରେ ବିଜ୍ଞାପନଗୁଡ଼ିକର ପରଫରମାନ୍ସ ମାପିବାରେ ଆପ୍ସକୁ ସାହାଯ୍ୟ କରିବା ପରି ଆପ୍ସ ମଧ୍ୟରେ କେବଳ ଅତି ସୀମିତ ସୂଚନା ସେୟାର କରେ।"
"ଆପଣ ବିଜ୍ଞାପନ ଗୋପନୀୟତା ସେଟିଂସରେ ପରିବର୍ତ୍ତନଗୁଡ଼ିକ କରିପାରିବେ।"
"ଆପଣ ବ୍ୟବହାର କରୁଥିବା ଆପ୍ସ, ସେଗୁଡ଼ିକର ବିଜ୍ଞାପନର ପରଫରମାନ୍ସ ମାପିବାରେ ସେଗୁଡ଼ିକୁ ସାହାଯ୍ୟ କରିବା ପାଇଁ Androidକୁ ସୂଚନା ମାଗିପାରେ। Android ଆପ୍ସକୁ କେବଳ ସୀମିତ ପ୍ରକାରର ଡାଟା ସଂଗ୍ରହ କରିବାକୁ ଦିଏ।"
"ନୂଆ ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକ"
"ଆପଣଙ୍କ ପରିଚୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ସହିତ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକ ପାଇଁ ଅଧିକ ବିକଳ୍ପ ପାଆନ୍ତୁ"
"ଆପଣଙ୍କ ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକ ପାଇଁ ଅପଡେଟଗୁଡ଼ିକ"
"ଆପଣଙ୍କ ପରିଚୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ସହିତ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକ ପାଇଁ ଅଧିକ ବିକଳ୍ପ ପାଆନ୍ତୁ"
"ଆପ୍ସ ଆପଣଙ୍କୁ ପର୍ସନାଲାଇଜ କରାଯାଇଥିବା ବିଜ୍ଞାପନ ଦେଖାଇବା ସମୟରେ ସେଗୁଡ଼ିକ ଆପଣଙ୍କ ବିଷୟରେ କ\'ଣ ଜାଣିପାରିବ ତାହା ପ୍ରତିବନ୍ଧିତ କରିବା ପାଇଁ Android ବିଜ୍ଞାପନ ଗୋପନୀୟତା ଫିଚରଗୁଡ଼ିକୁ ବିସ୍ତାର କରୁଛି।"
"ଆପ୍ସ ଏବଂ ସେଗୁଡ଼ିକର ବିଜ୍ଞାପନ ପାର୍ଟନରମାନେ ଏବେ ବି ଆପଣଙ୍କ ପରିଚୟକୁ ପ୍ରାଇଭେଟ ଓ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ସମୟରେ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ଏହି ଡିଭାଇସରେ ଥିବା ଅନ୍ୟ ସମସ୍ତ ଆପ୍ସରେ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରିପାରିବେ।"
"ଆପ-ପରାମର୍ଶିତ ବିଜ୍ଞାପନ ବିଷୟରେ ଅଧିକ"
"ଆପ୍ସର ବିଜ୍ଞାପନଗୁଡ଼ିକର ପରଫରମାନ୍ସକୁ ବୁଝିବା ପାଇଁ ସେଗୁଡ଼ିକ ମଧ୍ୟରେ ସୀମିତ ପ୍ରକାରର ଡାଟା ସେୟାର କରାଯାଏ, ଯେପରି ଦିନର କେଉଁ ସମୟରେ ଆପଣଙ୍କୁ ବିଜ୍ଞାପନଟି ଦେଖାଯାଇଥିଲା।"
"ବିଜ୍ଞାପନ ପରିମାପ ବିଷୟରେ ଅଧିକ"
"ଆପଣ ବର୍ତ୍ତମାନ ବ୍ୟବହାର କରିଥିବା ଆପ୍ସ ଆଧାରରେ Android ଆପଣଙ୍କର ରୁଚି ଥିବା ବିଷୟଗୁଡ଼ିକୁ ନୋଟ କରେ। ଏହା ସହିତ, ଆପ୍ସ ଏବଂ ସେଗୁଡ଼ିକର ବିଜ୍ଞାପନ ପାର୍ଟନରମାନେ ଏବେ ବି ଆପଣଙ୍କ ପରିଚୟକୁ ପ୍ରାଇଭେଟ ଓ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ସମୟରେ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ଏହି ଡିଭାଇସରେ ଥିବା ଅନ୍ୟ ସମସ୍ତ ଆପ୍ସରେ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରିପାରିବେ।"
"• ଆପଣ ବ୍ୟବହାର କରୁଥିବା ଆପ୍ସ, ଆପଣଙ୍କ ଆପ କାର୍ଯ୍ୟକଳାପ ଆଧାରରେ ଆପଣ କଣ ପସନ୍ଦ କରନ୍ତି ତାହା ମଧ୍ୟ ନିର୍ଦ୍ଧାରଣ କରିପାରିବ। ଉଦାହରଣ ସ୍ୱରୂପ, ଯଦି ଆପଣ ନିୟମିତ ଭାବେ ରୋଷେଇ ଆପ୍ସ ବ୍ୟବହାର କରନ୍ତି, ତେବେ ଆପଣ ଅନ୍ୟ ଆପ୍ସରେ ଗ୍ରୋସରୀ ଡେଲିଭରୀ ସେବା କିମ୍ବା ସମ୍ବନ୍ଧିତ ବିଷୟବସ୍ତୁ ପାଇଁ ବିଜ୍ଞାପନ ଦେଖିପାରନ୍ତି।\n\nଆପ୍ସ ଏହି ସୂଚନାକୁ ସୁରକ୍ଷିତ ଭାବେ ଷ୍ଟୋର କରିପାରେ ଯାହା ଫଳରେ ଅନ୍ୟ ଆପ୍ସରେ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ଏହାକୁ କେବଳ ସେଗୁଡ଼ିକର ବିଜ୍ଞାପନ ପାର୍ଟନରମାନଙ୍କ ଦ୍ୱାରା ବ୍ୟବହାର କରାଯାଇପାରିବ।"
"ପରେ, ଆପଣ ବ୍ୟବହାର କରୁଥିବା ଏକ ଆପ ଏହି ସୂଚନା ମାଗିପାରେ – ଆପଣଙ୍କ ବିଜ୍ଞାପନ ବିଷୟଗୁଡ଼ିକ କିମ୍ବା ଆପଣ ବ୍ୟବହାର କରିଥିବା ଆପ୍ସ ଦ୍ୱାରା ପରାମର୍ଶ ଦିଆଯାଇଥିବା ବିଜ୍ଞାପନଗୁଡ଼ିକ।"
"ଆପଣ ବ୍ୟବହାର କରୁଥିବା ଆପ୍ସ, ସେଗୁଡ଼ିକର ବିଜ୍ଞାପନଗୁଡ଼ିକର ପରଫରମାନ୍ସ ମାପିବାରେ ସେଗୁଡ଼ିକୁ ସାହାଯ୍ୟ କରିବା ପାଇଁ Androidକୁ ସୂଚନା ମାଗିପାରେ। ଆପ୍ସ ପରସ୍ପର ସହିତ ସେୟାର କରିପାରୁଥିବା ସୂଚନାକୁ ସୀମିତ କରି Android ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ।"
"କେଉଁ ଡାଟା ବ୍ୟବହାର କରାଯାଏ?"
"ଆପଣ ବ୍ୟବହାର କରୁଥିବା ଆପ୍ସ, ସେଗୁଡ଼ିକର ବିଜ୍ଞାପନଗୁଡ଼ିକର ପରଫରମାନ୍ସ ମାପିବାରେ ସେଗୁଡ଼ିକୁ ସାହାଯ୍ୟ କରୁଥିବା ସୂଚନା Androidକୁ ମାଗିପାରେ। ଆପ୍ସ ପରସ୍ପର ସହିତ ସେୟାର କରିପାରୁଥିବା ସୂଚନାକୁ ସୀମିତ କରି Android ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ।"
"ମୋ ପରିଚୟକୁ କିପରି ସୁରକ୍ଷିତ ରଖାଯାଏ?"
"ଆପ୍ସ ପରସ୍ପର ସହ ସେୟାର କରିପାରୁଥିବା ସୂଚନାକୁ ସୀମିତ କରିବା ଏବଂ ଆପଣଙ୍କ ପରିଚୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବାକୁ Android ଏଗ୍ରିଗେସନ ଏବଂ ନଏଜିଂ ଡାଟା ପରି ଏକାଧିକ ଗୋପନୀୟତା ପଦକ୍ଷେପକୁ ବ୍ୟବହାର କରେ।\n\nଆପଣଙ୍କ ଡିଭାଇସରୁ ବିଜ୍ଞାପନ ପରିମାପ ଡାଟାକୁ ନିୟମିତ ଭାବେ ମଧ୍ୟ ଡିଲିଟ କରାଯାଏ।"
"ବିଜ୍ଞାପନଗୁଡ଼ିକର ପରାମର୍ଶ ଦେବା ପାଇଁ ଆପଣଙ୍କ ଆପ କାର୍ଯ୍ୟକଳାପକୁ ବ୍ୟବହାର କରାଯାଇପାରିବ।"
"ଆପ୍ସ ଏହି ଡାଟାକୁ କିପରି ବ୍ୟବହାର କରେ?"
"ଆପ୍ସ ଏହି ସୂଚନାକୁ ସୁରକ୍ଷିତ ଭାବେ ଷ୍ଟୋର କରିପାରେ ଯାହା ଫଳରେ ଅନ୍ୟ ଆପ୍ସରେ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ଏହାକୁ କେବଳ ସେଗୁଡ଼ିକର ବିଜ୍ଞାପନ ପାର୍ଟନରମାନଙ୍କ ଦ୍ୱାରା ବ୍ୟବହାର କରାଯାଇପାରିବ। ଉଦାହରଣ ସ୍ୱରୂପ, ଯଦି ଆପଣ ନିୟମିତ ଭାବେ ରୋଷେଇ ଆପ୍ସ ବ୍ୟବହାର କରନ୍ତି, ତେବେ ଆପଣ ଅନ୍ୟ ଆପ୍ସରେ ଗ୍ରୋସରୀ ଡେଲିଭରୀ ସେବା କିମ୍ବା ସମ୍ବନ୍ଧିତ ବିଷୟବସ୍ତୁ ପାଇଁ ବିଜ୍ଞାପନ ଦେଖିପାରନ୍ତି।"
"ମୁଁ ଏହି ଡାଟାକୁ କିପରି ପରିଚାଳନା କରିପାରିବି?"
"ଆପଣ ନିର୍ଦ୍ଦିଷ୍ଟ ଆପ୍ସକୁ ବିଜ୍ଞାପନ ପାର୍ଟନରମାନଙ୍କ ସହିତ ଆପଣଙ୍କ କାର୍ଯ୍ୟକଳାପ ସେୟାର କରିବାରୁ ବ୍ଲକ କରିପାରିବେ। ଆପଣ ଯେ କୌଣସି ସମୟରେ ଆପଣଙ୍କ ଗୋପନୀୟତା ସେଟିଂସରେ ଆପ-ପରାମର୍ଶିତ ବିଜ୍ଞାପନକୁ ରିସେଟ କିମ୍ବା ବନ୍ଦ କରିପାରିବେ। Android ମଧ୍ୟ ଏହି ଡାଟାକୁ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ।"
"Android ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବାରେ କିପରି ସାହାଯ୍ୟ କରେ ସେ ବିଷୟରେ ଅଧିକ ଜାଣନ୍ତୁ"
"ଆପ୍ସ ଏବଂ ସେଗୁଡ଼ିକର ବିଜ୍ଞାପନ ପାର୍ଟନର ଏବେ ବି ଆପଣଙ୍କ ବିଷୟରେ ସୂଚନାକୁ ପ୍ରାଇଭେଟ ଓ ସୁରକ୍ଷିତ ରଖିବା ସହିତ ବିଜ୍ଞାପନକୁ ପର୍ସନାଲାଇଜ କରିବା ପାଇଁ ଏହି ଡିଭାଇସରେ ଥିବା ଅନ୍ୟ ସମସ୍ତ ଆପ୍ସରେ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରିପାରିବେ।\n\nଉଦାହରଣ ସ୍ୱରୂପ, ଯଦି ଆପଣ ନିୟମିତ ଭାବେ ରୋଷେଇ ଆପ୍ସ ବ୍ୟବହାର କରନ୍ତି, ତେବେ ଆପଣ ଅନ୍ୟ ଆପ୍ସରେ ଗ୍ରୋସରୀ ଡେଲିଭରୀ ସେବା କିମ୍ବା ସମ୍ବନ୍ଧିତ ବିଷୟବସ୍ତୁ ପାଇଁ ବିଜ୍ଞାପନ ଦେଖିପାରନ୍ତି।\n\nAndroid ଆପଣଙ୍କ କାର୍ଯ୍ୟକଳାପକୁ ନିୟମିତ ଭାବରେ ସ୍ୱତଃ-ଡିଲିଟ କରିଥାଏ, କିନ୍ତୁ ଆପଣ ଆପ୍ସକୁ ସେଗୁଡ଼ିକର ବିଜ୍ଞାପନ ପାର୍ଟନରଙ୍କ ସହିତ ଏହି ସୂଚନା ସେୟାର କରିବାରୁ ମଧ୍ୟ ବ୍ଲକ କରିପାରିବେ।\n\nଯଦିଓ ଏହି ଫିଚରକୁ ଚାଲୁ କରାଯାଇପାରିବ, ଏହି ଫିଚର ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ନହେବା ଏବଂ ଆପ୍ସ ଏହାକୁ ବ୍ୟବହାର କରିବା ଆରମ୍ଭ ନକରିବା ପର୍ଯ୍ୟନ୍ତ ଆପଣ ଆପ୍ସର ଏକ ତାଲିକା ଦେଖିନପାରନ୍ତି।"
"ଆପଣଙ୍କ ଅନୁଭୂତିକୁ ପର୍ସନାଲାଇଜ କରିବା ପାଇଁ ଆପ୍ସ ଏବଂ ସେଗୁଡ଼ିକର ପାର୍ଟନରମାନେ ସାଧାରଣତଃ ଆପଣଙ୍କର ରୁଚି ଥିବା ଜିନିଷଗୁଡ଼ିକୁ ମନେ ରଖେ। ଆପ୍ସ ଏହି ସୂଚନାକୁ ସୁରକ୍ଷିତ ଭାବେ ଷ୍ଟୋର କରିପାରେ ଯାହା ଫଳରେ ଅନ୍ୟ ଆପ୍ସରେ ବିଜ୍ଞାପନଗୁଡ଼ିକୁ ଦେଖାଇବା ପାଇଁ ଏହାକୁ କେବଳ ସେଗୁଡ଼ିକର ବିଜ୍ଞାପନ ପାର୍ଟନରମାନଙ୍କ ଦ୍ୱାରା ବ୍ୟବହାର କରାଯାଇପାରିବ।\n\nଆପଣ ଏକ ଆପକୁ ବିଜ୍ଞାପନ ପାର୍ଟନରମାନଙ୍କ ସହିତ ଆପଣଙ୍କ କାର୍ଯ୍ୟକଳାପ ଡାଟା ସେୟାର କରିବାରୁ ବ୍ଲକ କରିପାରିବେ। Android ମଧ୍ୟ ସେୟାର କରାଯାଇଥିବା କାର୍ଯ୍ୟକଳାପ ଡାଟାକୁ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ, ତେଣୁ ଆପଣ ପୁଣି ବ୍ୟବହାର କରୁଥିବା ଏକ ଆପ ଏହି ତାଲିକାରେ ପୁଣି ଦେଖାଯାଇପାରେ।\n\nଆପଣ ଦେଖୁଥିବା ଏକ ବିଜ୍ଞାପନକୁ ପର୍ସନାଲାଇଜ କରାଯାଇଛି ନା ନାହିଁ ତାହା ଏହି ସେଟିଂ, ବିଜ୍ଞାପନ ବିଷୟ ସେଟିଂ, ଆପଣଙ୍କ ବିଜ୍ଞାପନ ID ସେଟିଂସ ଏବଂ ଆପଣ ବ୍ୟବହାର କରୁଥିବା ଆପ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରେ ନା ନାହିଁ ତାହା ପରି ଅନେକ ଫେକ୍ଟର ଉପରେ ନିର୍ଭର କରିପାରିବ।\n\n""ଆପ-ପରାମର୍ଶିତ ବିଜ୍ଞାପନ ବିଷୟରେ ଅଧିକ ଜାଣନ୍ତୁ"
"ଆପ୍ସ ପରସ୍ପର ସହ ସେୟାର କରିପାରୁଥିବା ସୂଚନାକୁ ସୀମିତ କରିବା ଏବଂ ଆପଣଙ୍କ ପରିଚୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବାକୁ Android ଏଗ୍ରିଗେସନ ଏବଂ ନଏଜିଂ ଡାଟା ପରି ଏକାଧିକ ଗୋପନୀୟତା ପଦକ୍ଷେପକୁ ବ୍ୟବହାର କରେ।\n\nଆପଣଙ୍କ ବ୍ରାଉଜରରେ ଏକ ସମାନ ସେଟିଂ ଥାଇପାରେ। ଯଦି ଉଭୟ Android ଓ ଆପଣଙ୍କ ବ୍ରାଉଜର ପାଇଁ ବିଜ୍ଞାପନ ପରିମାପ ଚାଲୁ ଥାଏ, ତେବେ ଏକ କମ୍ପାନୀ ଆପଣ ବ୍ୟବହାର କରୁଥିବା ଆପ୍ସ ଏବଂ ଆପଣ ଭିଜିଟ କରୁଥିବା ସାଇଟଗୁଡ଼ିକ ମଧ୍ୟରେ କୌଣସି ବିଜ୍ଞାପନର ପ୍ରଭାବ ମାପିବା ପାଇଁ ସକ୍ଷମ ହୋଇପାରେ। ଆପଣଙ୍କ ଡିଭାଇସରେ ଆପଣଙ୍କର ବ୍ରାଉଜିଂ ଇତିହାସକୁ ପ୍ରାଇଭେଟ ରଖାଯାଏ।\n\n""ବିଜ୍ଞାପନ ପରିମାପ ବିଷୟରେ ଅଧିକ ଜାଣନ୍ତୁ"
"ଆପଣ ଗତ କିଛି ସପ୍ତାହରେ ବ୍ୟବହାର କରିଥିବା ଆପ୍ସ ଆଧାରରେ Android ଆପଣଙ୍କର ରୁଚି ଥିବା ବିଷୟଗୁଡ଼ିକୁ ନୋଟ କରେ।\n\nପରେ, ଆପଣ ବ୍ୟବହାର କରୁଥିବା ଏକ ଆପ ଆପଣ ଦେଖୁଥିବା ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ Androidକୁ ଆପଣଙ୍କ ବିଷୟଗୁଡ଼ିକ ସମ୍ପର୍କରେ ପଚାରିପାରେ। ଆପଣଙ୍କ ପରିଚୟ ଏବଂ ଆପଣଙ୍କର ଆପ ବ୍ୟବହାର ବିଷୟରେ ସୂଚନାକୁ ସୁରକ୍ଷିତ କରିବା ସମୟରେ Android 3ଟି ପର୍ଯ୍ୟନ୍ତ ବିଷୟ ସେୟାର କରେ।\n\nAndroid ବିଷୟଗୁଡ଼ିକୁ ନିୟମିତ ଭାବେ ସ୍ୱତଃ-ଡିଲିଟ କରେ। ଆପଣ ଆପ୍ସ ବ୍ୟବହାର କରିବା ଜାରି ରଖିବା ସମୟରେ, ତାଲିକାରେ କୌଣସି ବିଷୟ ପୁଣି ଦେଖାଯାଇପାରେ। କିମ୍ବା Android ଯେଉଁ ବିଷୟଗୁଡ଼ିକୁ ଆପ୍ସ ସହ ସେୟାର କରୁ ବୋଲି ଆପଣ ଚାହୁଁନାହାଁନ୍ତି, ଆପଣ ସେଗୁଡ଼ିକୁ ବ୍ଲକ କରିପାରିବେ।\n\nଆପଣ ଦେଖୁଥିବା ଏକ ବିଜ୍ଞାପନକୁ ପର୍ସନାଲାଇଜ କରାଯାଇଛି ନା ନାହିଁ ତାହା ଏହି ସେଟିଂ, ଆପ-ପରାମର୍ଶିତ ବିଜ୍ଞାପନ ସେଟିଂ, ଆପଣଙ୍କ ବିଜ୍ଞାପନ ID ସେଟିଂସ ଏବଂ ଆପଣ ବ୍ୟବହାର କରୁଥିବା ଆପ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରୁଛି ନା ନାହିଁ ପରି ଅନେକ ଫେକ୍ଟର ଉପରେ ନିର୍ଭର କରିପାରେ।\n\n""ବିଜ୍ଞାପନ ବିଷୟ ସମ୍ବନ୍ଧରେ ଅଧିକ ଜାଣନ୍ତୁ"
"ମ୍ୟୁଜିକ, ନ୍ୟୁଜ ଏବଂ ସ୍ପୋର୍ଟ୍ସ ପରି ରୁଚି ଥିବା ବିଷୟଗୁଡ଼ିକୁ ପ୍ରତିନିଧିତ୍ୱ କରୁଥିବା ଚିହ୍ନଗୁଡ଼ିକର ରଙ୍ଗୀନ ଇଲୁଷ୍ଟ୍ରେସନ"
"ଏକ ସର୍କଲ ଭିତରେ ଗୋଟିଏ ଲକର ରଙ୍ଗୀନ ଇଲୁଷ୍ଟ୍ରେସନ"
"ଏକ ସ୍କୁଏର ତିଆରି କରୁଥିବା ନଅଟି ଡଟର ଛୋଟ କଳା ଓ ଧଳା ଇଲୁଷ୍ଟ୍ରେସନ"
"ଏକ ହାର୍ଟ, ତ୍ରିଭୁଜ ଏବଂ ସ୍କୁଏର ପରି ସାଧାରଣ ଆକାରର ଛୋଟ କଳା ଓ ଧଳା ଇଲୁଷ୍ଟ୍ରେସନ"
"କଳା ଏବଂ ମନୋରଞ୍ଜନ"
"ଅଭିନୟ ଏବଂ ଥିଏଟର"
"ଆନିମେ ଏବଂ ମାଙ୍ଗା"
"କାର୍ଟୁନ"
"କମିକ୍ସ"
"କନସର୍ଟ ଏବଂ ମ୍ୟୁଜିକ ଫେଷ୍ଟିଭାଲଗୁଡ଼ିକ"
"ନୃତ୍ୟ"
"ମନୋରଞ୍ଜନ ଇଣ୍ଡଷ୍ଟ୍ରି"
"ମଜା ଏବଂ ଟ୍ରିଭିଆ"
"ଫନ ଟେଷ୍ଟ ଏବଂ ସିଲି ସର୍ଭେଗୁଡ଼ିକ"
"ହାସ୍ୟ"
"ମଜାଳିଆ ଛବି ଏବଂ ଭିଡିଓଗୁଡ଼ିକ"
"ଲାଇଭ କମେଡି"
"ଲାଇଭ ସ୍ପୋର୍ଟିଂ ଇଭେଣ୍ଟଗୁଡ଼ିକ"
"ମ୍ୟାଜିକ"
"ମୁଭି ତାଲିକା ଏବଂ ଥିଏଟର ଶୋ\'ଟାଇମଗୁଡ଼ିକ"
"ମୁଭିଗୁଡ଼ିକ"
"ଆକ୍ସନ ଏବଂ ଆଡଭେଞ୍ଚର ଫିଲ୍ମଗୁଡ଼ିକ"
"ଆନିମେଟେଡ ଫିଲ୍ମଗୁଡ଼ିକ"
"କମେଡି ଫିଲ୍ମଗୁଡ଼ିକ"
"କଲ୍ଟ ଏବଂ ଇଣ୍ଡି ଫିଲ୍ମଗୁଡ଼ିକ"
"ଡକ୍ୟୁମେଣ୍ଟାରୀ ଫିଲ୍ମଗୁଡ଼ିକ"
"ଡ୍ରାମା ଫିଲ୍ମଗୁଡ଼ିକ"
"ପାରିବାରିକ ଫିଲ୍ମଗୁଡ଼ିକ"
"ହରର ଫିଲ୍ମଗୁଡ଼ିକ"
"ରୋମାନ୍ସ ଫିଲ୍ମଗୁଡ଼ିକ"
"ଥ୍ରିଲର"
"ମ୍ୟୁଜିକ ଏବଂ ଅଡିଓ"
"ବ୍ଲୁଜ୍"
"କ୍ଲାସିକାଲ ମ୍ୟୁଜିକ"
"କଣ୍ଟ୍ରି ମ୍ୟୁଜିକ"
"ଡ୍ୟାନ୍ସ ଏବଂ ଇଲେକ୍ଟ୍ରୋନିକ ମ୍ୟୁଜିକ"
"ଫୋକ ଏବଂ ପାରମ୍ପରିକ ମ୍ୟୁଜିକ"
"ଜାଜ"
"ମ୍ୟୁଜିକ ଷ୍ଟ୍ରିମ ଏବଂ ଡାଉନଲୋଡଗୁଡ଼ିକ"
"ମ୍ୟୁଜିକ ଭିଡିଓଗୁଡ଼ିକ"
"ବାଦ୍ୟ ଯନ୍ତ୍ରଗୁଡ଼ିକ"
"ପିଆନୋ ଏବଂ କୀବୋର୍ଡଗୁଡ଼ିକ"
"ପପ ମ୍ୟୁଜିକ"
"ରେଡିଓ"
"ଟକ ରେଡିଓ"
"ରାପ ଏବଂ ହିପ-ହପ"
"ରକ ମ୍ୟୁଜିକ"
"କ୍ଲାସିକ ରକ ଏବଂ ଓଲ୍ଡିଜ"
"ହାର୍ଡ ରକ ଏବଂ ପ୍ରୋଗ୍ରେସିଭ"
"ଇଣ୍ଡି ଏବଂ ଅଲଟରନେଟିଭ ମ୍ୟୁଜିକ"
"ନମୁନା ଏବଂ ସାଉଣ୍ଡ ଲାଇବ୍ରେରୀଗୁଡ଼ିକ"
"ସୋଲ ଏବଂ R&B"
"ସାଉଣ୍ଡଟ୍ରାକଗୁଡ଼ିକ"
"ୱାର୍ଲ୍ଡ ମ୍ୟୁଜିକ"
"ରେଗେ ଏବଂ କାରିବିଆନ ମ୍ୟୁଜିକ"
"ଅନଲାଇନ ଇମେଜ ଗ୍ୟାଲେରୀଗୁଡ଼ିକ"
"ଅନଲାଇନ ଭିଡିଓ"
"ଲାଇଭ ଭିଡିଓ ଷ୍ଟ୍ରିମିଂ"
"ମୁଭି ଏବଂ ଟିଭି ଷ୍ଟ୍ରିମିଂ"
"ଅପେରା"
"ଟିଭି ଗାଇଡ ଏବଂ ରେଫରେନ୍ସ"
"ଟିଭି ନେଟୱାର୍କ ଏବଂ ଷ୍ଟେସନଗୁଡ଼ିକ"
"ଟିଭି ଶୋ ଏବଂ ପ୍ରୋଗ୍ରାମଗୁଡ଼ିକ"
"ଟିଭି କମେଡିଗୁଡ଼ିକ"
"ଟିଭି ଡକ୍ୟୁମେଣ୍ଟାରୀ ଏବଂ ନନଫିକ୍ସନ"
"ଟିଭି ଡ୍ରାମାଗୁଡ଼ିକ"
"ଟିଭି ସୋପ ଅପେରାଗୁଡ଼ିକ"
"ଟିଭି ପରିବାର-ଅନୁକୂଳ ଶୋ\'ଗୁଡ଼ିକ"
"ଟିଭି ରିଆଲିଟୀ ଶୋ\'ଗୁଡ଼ିକ"
"ଟିଭି ସାଇନ୍ସ-ଫିକସନ ଏବଂ ଫାଣ୍ଟାସି ଶୋ\'ଗୁଡ଼ିକ"
"ଭିଜୁଆଲ ଆର୍ଟ ଏବଂ ଡିଜାଇନ"
"ଡିଜାଇନ"
"ପେଣ୍ଟିଂ"
"ଫଟୋଗ୍ରାଫିକ ଏବଂ ଡିଜିଟାଲ ଆର୍ଟ୍ସ"
"ଅଟୋ ଓ ଗାଡ଼ିଗୁଡ଼ିକ"
"ମାଲବାହୀ ଟ୍ରକ ଏବଂ ଟ୍ରେଲରଗୁଡ଼ିକ"
"କ୍ଲାସିକ ଗାଡ଼ିଗୁଡ଼ିକ"
"କଷ୍ଟମ ଏବଂ ପରଫରମାନ୍ସ ଗାଡ଼ିଗୁଡ଼ିକ"
"ପେଟ୍ରୋଲ ମୂଲ୍ୟ ଏବଂ ଗାଡ଼ି ଫ୍ୟୁଏଲିଂ"
"ମୋଟର ଗାଡ଼ିଗୁଡ଼ିକ (ପ୍ରକାର ଅନୁସାରେ)"
"ସ୍ୱୟଂଚାଳିତ ଗାଡ଼ିଗୁଡ଼ିକ"
"କନଭର୍ଟିବଲଗୁଡ଼ିକ"
"କୁପେଗୁଡ଼ିକ"
"ହାଚବ୍ୟାକଗଗୁଡ଼ିକ"
"ହାଇବ୍ରିଡ ଏବଂ ବୈକଳ୍ପିକ ଗାଡ଼ିଗୁଡ଼ିକ"
"ଆରାମଦାୟକ ଗାଡ଼ିଗୁଡ଼ିକ"
"ମାଇକ୍ରୋକାର ଏବଂ ସବକମ୍ପାକ୍ଟଗୁଡ଼ିକ"
"ମୋଟରସାଇକେଲ"
"ଅଫ-ରୋଡ ଗାଡ଼ିଗୁଡ଼ିକ"
"ପିକଅପ ଟ୍ରକଗୁଡ଼ିକ"
"ସ୍କୁଟର ଏବଂ ମୋପେଡଗୁଡ଼ିକ"
"ସେଡାନଗୁଡ଼ିକ"
"ଷ୍ଟେସନ ୱାଗନଗୁଡ଼ିକ"
"SUV ଏବଂ କ୍ରସଓଭରଗୁଡ଼ିକ"
"କ୍ରସଓଭରଗୁଡ଼ିକ"
"ଭ୍ୟାନ ଏବଂ ମିନିଭ୍ୟାନଗୁଡ଼ିକ"
"ଟୋଇଂ ଏବଂ ପଥପାର୍ଶ୍ୱ ସହାୟତା"
"ଗାଡ଼ି ଏବଂ ଟ୍ରାଫିକ ସୁରକ୍ଷା"
"ଗାଡ଼ି ପାର୍ଟ ଏବଂ ଆକ୍ସେସୋରୀଗୁଡ଼ିକ"
"ଗାଡ଼ି ମରାମତି ଏବଂ ରକ୍ଷଣାବେକ୍ଷଣ"
"ଗାଡ଼ି ସପିଂ"
"ବ୍ୟବହୃତ ଗାଡ଼ିଗୁଡ଼ିକ"
"ଗାଡ଼ି ଶୋ\'ଗୁଡ଼ିକ"
"ସୌନ୍ଦର୍ଯ୍ୟ ଏବଂ ଫିଟନେସ"
"ବଡି ଆର୍ଟ"
"ଫେସ ଏବଂ ବଡି କେୟାର"
"ସ୍ୱେଦପ୍ରତିରୋଧକଗୁଡ଼ିକ"
"ସ୍ନାନ ଏବଂ ବଡି ପ୍ରଡକ୍ଟଗୁଡ଼ିକ"
"କ୍ଲିନ ବିୟୁଟି"
"ମେକ-ଅପ ଏବଂ କସମେଟିକ୍ସ"
"ନେଲ କେୟାର ପ୍ରଡକ୍ଟଗୁଡ଼ିକ"
"ପରଫ୍ୟୁମ ଏବଂ ସୁଗନ୍ଧିତ ଦ୍ରବ୍ୟଗୁଡ଼ିକ"
"ରେଜର ଏବଂ ସେଭରଗୁଡ଼ିକ"
"ଫେସନ ଏବଂ ଷ୍ଟାଇଲ"
"ଫିଟନେସ"
"ବଡିବିଲ୍ଡିଂ"
"ଫିଟନେସ ନିର୍ଦ୍ଦେଶ ଏବଂ ବ୍ୟକ୍ତିଗତ ତାଲିମ"
"ଫିଟନେସ ଟେକ୍ନୋଲୋଜି ପ୍ରଡକ୍ଟଗୁଡ଼ିକ"
"କେଶର ଯତ୍ନ"
"ବହି ଓ ସାହିତ୍ୟ"
"ଶିଶୁ ସାହିତ୍ୟ"
"ଇ-ବୁକଗୁଡ଼ିକ"
"ମ୍ୟାଗାଜିନଗୁଡ଼ିକ"
"କବିତା"
"ବ୍ୟବସାୟ ଏବଂ ଶିଳ୍ପ"
"ବିଜ୍ଞାପନ ଏବଂ ମାର୍କେଟିଂ"
"ବିକ୍ରୟ"
"ଏଗ୍ରିକଲଚର ଏବଂ ଫରେଷ୍ଟ୍ରି"
"ଖାଦ୍ୟ ଉତ୍ପାଦନ"
"ଅଟୋମୋଟିଭ ଇଣ୍ଡଷ୍ଟ୍ରି"
"ଏଭିଏସନ ଇଣ୍ଡଷ୍ଟ୍ରି"
"ବ୍ୟବସାୟିକ ଅପରେସନଗୁଡ଼ିକ"
"ସୁବିଧାଜନକ କାର୍ଯ୍ୟ ବ୍ୟବସ୍ଥାଗୁଡ଼ିକ"
"ମାନବ ସମ୍ବଳ"
"କମର୍ସିଆଲ ଋଣ ପ୍ରଦାନ"
"ନିର୍ମାଣକାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ"
"ସିଭିଲ ଇଞ୍ଜିନିୟରିଙ୍ଗ"
"ଡିଫେନ୍ସ ଇଣ୍ଡଷ୍ଟ୍ରି"
"ଏନର୍ଜି ଏବଂ ୟୁଟିଲିଟିଗୁଡ଼ିକ"
"ଜଳ ଯୋଗାଣ ଏବଂ ଟ୍ରିଟମେଣ୍ଟ"
"ହସ୍ପିଟାଲିଟି ଇଣ୍ଡଷ୍ଟ୍ରି"
"ଉତ୍ପାଦନ"
"ଧାତୁ ଏବଂ ଖନନ"
"MLM ଏବଂ ବ୍ୟବସାୟ ସୁଯୋଗଗୁଡ଼ିକ"
"ଫାର୍ମାସ୍ୟୁଟିକାଲ୍ସ ଏବଂ ବାୟୋଟେକ"
"ପ୍ରିଣ୍ଟିଂ ଏବଂ ପବ୍ଲିସିଂ"
"ରିଟେଲ ବ୍ୟବସାୟ"
"ଭେଞ୍ଚର କ୍ୟାପିଟାଲ"
"କମ୍ପ୍ୟୁଟର ଏବଂ ଇଲେକ୍ଟ୍ରୋନିକ୍ସ"
"କମ୍ପ୍ୟୁଟର ପେରିଫେରାଲଗୁଡ଼ିକ"
"ପ୍ରିଣ୍ଟରଗୁଡ଼ିକ"
"କମ୍ପ୍ୟୁଟର ସୁରକ୍ଷା"
"ଆଣ୍ଟିଭାଇରସ ଏବଂ ମାଲୱେର"
"ନେଟୱାର୍କ ସୁରକ୍ଷା"
"ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ"
"କ୍ୟାମେରା ଏବଂ କ୍ୟାମକର୍ଡରଗୁଡ଼ିକ"
"GPS ଏବଂ ନାଭିଗେସନ"
"ହୋମ ଅଟୋମେସନ"
"ହୋମ ଥିଏଟର ସିଷ୍ଟମଗୁଡ଼ିକ"
"MP3 ଏବଂ ପୋର୍ଟେବଲ ମିଡିଆ ପ୍ଲେୟାରଗୁଡ଼ିକ"
"ପିନ୍ଧିବାଯୋଗ୍ୟ ଟେକ୍ନୋଲୋଜି"
"ଡାଟା ବ୍ୟାକଅପ ଏବଂ ରିକଭରି"
"ଡେସ୍କଟପ କମ୍ପ୍ୟୁଟରଗୁଡ଼ିକ"
"ଲାପଟପ ଏବଂ ନୋଟବୁକଗୁଡ଼ିକ"
"ନେଟୱାର୍କିଂ"
"ଡିଷ୍ଟ୍ରିବ୍ୟୁଟେଡ ଏବଂ କ୍ଲାଉଡ କମ୍ପ୍ୟୁଟିଂ"
"ପ୍ରୋଗ୍ରାମିଂ"
"ସଫ୍ଟୱେର"
"ଅଡିଓ ଏବଂ ମ୍ୟୁଜିକ ସଫ୍ଟୱେର"
"ବ୍ୟବସାୟ ଓ ଉତ୍ପାଦନକ୍ଷମତା ସଫ୍ଟୱେର"
"କ୍ୟାଲେଣ୍ଡର ଏବଂ ସିଡୁଲିଂ ସଫ୍ଟୱେର"
"ସହଯୋଗ ଏବଂ କନଫରେନ୍ସିଂ ସଫ୍ଟୱେର"
"ପ୍ରେଜେଣ୍ଟେସନ ସଫ୍ଟୱେର"
"ସ୍ପ୍ରେଡସିଟ ସଫ୍ଟୱେର"
"ୱାର୍ଡ ପ୍ରୋସେସିଂ ସଫ୍ଟୱେର"
"ଡେସ୍କଟପ ପବ୍ଲିସିଂ"
"ଫଣ୍ଟଗୁଡ଼ିକ"
"ଡାଉନଲୋଡ ମ୍ୟାନେଜରଗୁଡ଼ିକ"
"ଫ୍ରିୱେର ଏବଂ ସେୟାରୱେର"
"ଗ୍ରାଫିକ୍ସ ଏବଂ ଆନିମେସନ ସଫ୍ଟୱେର"
"ବୁଦ୍ଧିମାନ ବ୍ୟକ୍ତିଗତ ଆସିଷ୍ଟାଣ୍ଟ"
"ମିଡିଆ ପ୍ଲେୟାରଗୁଡ଼ିକ"
"ମନିଟରିଂ ସଫ୍ଟୱେର"
"ଅପରେଟିଂ ସିଷ୍ଟମଗୁଡ଼ିକ"
"ଫଟୋ ଏବଂ ଭିଡିଓ ସଫ୍ଟୱେର"
"ଫଟୋ ସଫ୍ଟୱେର"
"ଭିଡିଓ ସଫ୍ଟୱେର"
"ସଫ୍ଟୱେର ୟୁଟିଲିଟିଗୁଡ଼ିକ"
"ୱେବ ବ୍ରାଉଜରଗୁଡ଼ିକ"
"ଫାଇନାନ୍ସ"
"ଆକାଉଣ୍ଟିଂ ଏବଂ ଅଡିଟିଂ"
"କର ପ୍ରସ୍ତୁତି ଏବଂ ପ୍ଲାନିଂ"
"ବ୍ୟାଙ୍କିଂ"
"ଟଙ୍କା ଟ୍ରାନ୍ସଫର ଏବଂ ୱାୟାର ସେବା"
"କ୍ରେଡିଟ ଏବଂ ଋଣ ପ୍ରଦାନ"
"କ୍ରେଡିଟ କାର୍ଡଗୁଡ଼ିକ"
"ହୋମ ଫାଇନାନ୍ସିଂ"
"ବ୍ୟକ୍ତିଗତ ଋଣ"
"ଛାତ୍ର/ଛାତ୍ରୀ ଋଣ ଏବଂ କଲେଜ ଫାଇନାନ୍ସିଂ"
"ଆର୍ଥିକ ଯୋଜନା ଓ ପରିଚାଳନା"
"ଅବସର ଗ୍ରହଣ ଏବଂ ପେନସନ"
"ଗ୍ରାଣ୍ଟଗୁଡ଼ିକ"
"ଗ୍ରାଣ୍ଟଗୁଡ଼ିକ"
"ବୀମା"
"ଅଟୋ ବୀମା"
"ସ୍ଵାସ୍ଥ୍ୟ ବୀମା"
"ହୋମ ବୀମା"
"ଜୀବନ ବୀମା"
"ଟ୍ରାଭେଲ ବୀମା"
"ନିବେଶ"
"କମୋଡିଟି ଏବଂ ଫ୍ୟୁଚର ଟ୍ରେଡିଂ"
"ମୁଦ୍ରା ଓ ବୈଦେଶିକ ମୁଦ୍ରା ବିନିମୟ"
"ହେଜ ଫଣ୍ଡଗୁଡ଼ିକ"
"ମ୍ୟୁଚୁଆଲ ଫଣ୍ଡ"
"ଷ୍ଟକ ଏବଂ ବଣ୍ଡଗୁଡ଼ିକ"
"ଖାଦ୍ୟ ଏବଂ ପାନୀୟ"
"ରନ୍ଧନ ଏବଂ ରେସିପିଗୁଡ଼ିକ"
"BBQ ଏବଂ ଗ୍ରିଲିଂ"
"ପାକପ୍ରଣାଳୀଗୁଡ଼ିକ"
"ନିରାମିଷ ପାକପ୍ରଣାଳୀ"
"ଭେଗାନ ପାକପ୍ରଣାଳୀ"
"ସ୍ୱାସ୍ଥ୍ୟକର ଖାଦ୍ୟ"
"ଖାଦ୍ୟ ଏବଂ ଗ୍ରୋସରୀ ରିଟେଲରଗୁଡ଼ିକ"
"ଗେମଗୁଡ଼ିକ"
"ଆର୍କେଡ ଏବଂ କଏନ-ଅପ ଗେମଗୁଡ଼ିକ"
"ବିଲିୟାର୍ଡ"
"ବୋର୍ଡ଼ ଗେମଗୁଡ଼ିକ"
"ଚେସ ଏବଂ ଆବଷ୍ଟ୍ରାକ୍ଟ ଷ୍ଟ୍ରାଟେଜୀ ଗେମଗୁଡ଼ିକ"
"କାର୍ଡ ଗେମଗୁଡ଼ିକ"
"କଲେକ୍ଟିବଲ କାର୍ଡ ଗେମ୍ସ"
"କମ୍ପ୍ୟୁଟର ଏବଂ ଭିଡିଓ ଗେମଗୁଡ଼ିକ"
"ଆକ୍ସନ ଏବଂ ପ୍ଲାଟଫର୍ମ ଗେମଗୁଡ଼ିକ"
"ଆଡଭେଞ୍ଚର ଗେମଗୁଡ଼ିକ"
"କାଜୁଆଲ ଗେମଗୁଡ଼ିକ"
"କମ୍ପିଟେଟିଭ ଭିଡିଓ ଗେମିଂ"
"ଡ୍ରାଇଭିଂ ଏବଂ ରେସିଂ ଗେମଗୁଡ଼ିକ"
"ଫାଇଟିଂ ଗେମଗୁଡ଼ିକ"
"ଗେମିଂ ରେଫରେନ୍ସ ଏବଂ ସମୀକ୍ଷାଗୁଡ଼ିକ"
"ଭିଡିଓ ଗେମ ଚିଟ ଏବଂ ହିଣ୍ଟଗୁଡ଼ିକ"
"ବୃହଦାକାର ମଲ୍ଟିପ୍ଲେୟାର ଗେମଗୁଡ଼ିକ"
"ମ୍ୟୁଜିକ ଏବଂ ଡ୍ୟାନ୍ସ ଗେମଗୁଡ଼ିକ"
"ସେଣ୍ଡବକ୍ସ ଗେମଗୁଡ଼ିକ"
"ସୁଟର ଗେମଗୁଡ଼ିକ"
"ସିମୁଲେସନ ଗେମଗୁଡ଼ିକ"
"ବ୍ୟବସାୟ ଏବଂ ଟାଇକୁନ ଗେମଗୁଡ଼ିକ"
"ସିଟି-ବିଲ୍ଡିଂ ଗେମଗୁଡ଼ିକ"
"ଲାଇଫ ସିମୁଲେସନ ଗେମଗୁଡ଼ିକ"
"ଗାଡ଼ି ସିମୁଲେଟରଗୁଡ଼ିକ"
"ସ୍ପୋର୍ଟ୍ସ ଗେମଗୁଡ଼ିକ"
"ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ଗେମଗୁଡ଼ିକ"
"ଷ୍ଟ୍ରାଟେଜି ଗେମଗୁଡ଼ିକ"
"ଭିଡିଓ ଗେମ ମୋଡ ଏବଂ ଆଡ-ଅନଗୁଡ଼ିକ"
"ଏଜୁକେସନାଲ ଗେମଗୁଡ଼ିକ"
"ପରିବାର-ଅନୁକୂଳ ଗେମ ଏବଂ କାର୍ଯ୍ୟକଳାପ"
"ଡ୍ରଇଂ ଏବଂ କଲରିଂ"
"ଡ୍ରେସ-ଅପ ଏବଂ ଫେସନ ଗେମଗୁଡ଼ିକ"
"ପଜଲ ଓ ବ୍ରେନଟିଜରଗୁଡ଼ିକ"
"ରୋଲ ପ୍ଲେଇଂ ଗେମଗୁଡ଼ିକ"
"ଟେବୁଲ ଟେନିସ"
"ଟାଇଲ ଗେମଗୁଡ଼ିକ"
"ଶବ୍ଦ ଗେମଗୁଡ଼ିକ"
"ହବି ଏବଂ ଲିଜର"
"ବାର୍ଷିକ ଉତ୍ସବଗୁଡ଼ିକ"
"ଜନ୍ମଦିନ ଏବଂ ନାମ ଦିନଗୁଡ଼ିକ"
"ଡାଇଭିଂ ଏବଂ ଅଣ୍ଡରୱାଟର କାର୍ଯ୍ୟକଳାପ"
"ଫାଇବର ଏବଂ ଟେକ୍ସଟାଇଲ ଆର୍ଟ୍ସ"
"ଆଉଟଡୋର"
"ଫିସିଂ"
"ଶିକାର ଏବଂ ସୁଟିଂ"
"ପେଣ୍ଟବଲ"
"ରେଡିଓ ନିୟନ୍ତ୍ରଣ ଏବଂ ମଡେଲିଂ"
"ବିବାହ"
"ଘର ଏବଂ ବଗିଚା"
"ବଗିଚାକାମ"
"ଘର ଏବଂ ଇଣ୍ଟେରିଅର ସାଜସଜ୍ଜା"
"ହୋମ ଉପକରଣଗୁଡ଼ିକ"
"ହୋମର ଉନ୍ନତି"
"ଘରର ସୁରକ୍ଷା ଏବଂ ନିରାପତ୍ତା"
"ଘରୋଇ ସାମଗ୍ରୀ"
"ଲ୍ୟାଣ୍ଡସ୍କେପ ଡିଜାଇନ"
"ଇଣ୍ଟରନେଟ ଏବଂ ଟେଲିକମ"
"ଇମେଲ ଏବଂ ମେସେଜିଂ"
"ଇମେଲ"
"ଟେକ୍ସଟ ଏବଂ ଇନଷ୍ଟାଣ୍ଟ ମେସେଜିଂ"
"ଭଏସ ଏବଂ ଭିଡିଓ ଚାଟ"
"ISPଗୁଡ଼ିକ"
"ଫୋନ ସେବା ପ୍ରଦାନକାରୀଗୁଡ଼ିକ"
"ରିଂଟୋନ ଏବଂ ମୋବାଇଲ ଥିମଗୁଡ଼ିକ"
"ସର୍ଚ୍ଚ ଇଞ୍ଜିନଗୁଡ଼ିକ"
"ସ୍ମାର୍ଟଫୋନଗୁଡ଼ିକ"
"ଟେଲିକନଫରେନ୍ସିଂ"
"ୱେବ ଆପ୍ସ ଏବଂ ଅନଲାଇନ ଟୁଲଗୁଡ଼ିକ"
"ୱେବ ସେବାଗୁଡ଼ିକ"
"କ୍ଲାଉଡ ଷ୍ଟୋରେଜ"
"ୱେବ ଡିଜାଇନ ଏବଂ ଡେଭେଲପମେଣ୍ଟ"
"ୱେବ ହୋଷ୍ଟିଂ"
"ଚାକିରି ଏବଂ ଶିକ୍ଷା"
"ଶିକ୍ଷା"
"ଏକାଡେମିକ କନଫରେନ୍ସ ଏବଂ ପବ୍ଲିକେସନଗୁଡ଼ିକ"
"କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ"
"ଦୂରଶିକ୍ଷା"
"ଶୈଶବ ଶିକ୍ଷା"
"ପ୍ରିସ୍କୁଲ"
"ହୋମସ୍କୁଲିଂ"
"ଷ୍ଟାଣ୍ଡାର୍ଡାଇଜ୍ଡ ଏବଂ ଆଡମିସନ ଟେଷ୍ଟଗୁଡ଼ିକ"
"ଶିକ୍ଷାଦାନ ଏବଂ କ୍ଲାସରୁମ ରିସୋର୍ସଗୁଡ଼ିକ"
"ଧନ୍ଦାମୂଳକ ଏବଂ ନିରନ୍ତର ଶିକ୍ଷା"
"ଚାକିରି"
"କ୍ୟାରିଅର ରିସୋର୍ସ ଏବଂ ପ୍ଲାନିଂ"
"ଚାକିରି ତାଲିକାଗୁଡ଼ିକ"
"ଆଇନ ଏବଂ ସରକାର"
"ଅପରାଧ ଏବଂ ନ୍ୟାୟ"
"ଆଇନଗତ"
"ଆଇନ ସେବାଗୁଡ଼ିକ"
"ସମାଚାର"
"ଆର୍ଥିକ ସମାଚାର"
"ସ୍ଥାନୀୟ ସମାଚାର"
"ଏକତ୍ରୀକରଣ ଏବଂ ସଂଗ୍ରହଗୁଡ଼ିକ"
"ଖବରକାଗଜଗୁଡ଼ିକ"
"ରାଜନୀତି"
"ସ୍ପୋର୍ଟ୍ସ ସମାଚାର"
"ପାଣିପାଗ"
"ବିଶ୍ଵ ସମାଚାର"
"ଅନଲାଇନ କମ୍ୟୁନିଟୀ"
"କ୍ଲିପ ଆର୍ଟ ଏବଂ ଆନିମେଟେଡ GIFଗୁଡ଼ିକ"
"ଡେଟିଂ ଏବଂ ପର୍ସନାଲ୍ସ"
"ଫିଡ ଏଗ୍ରିଗେସନ ଏବଂ ସାମାଜିକ ବୁକମାର୍କିଂ"
"ଫାଇଲ ସେୟାରିଂ ଏବଂ ହୋଷ୍ଟିଂ"
"ଫୋରମ ଏବଂ ଚାଟ ସେବା ପ୍ରଦାନକାରୀଗୁଡ଼ିକ"
"ମାଇକ୍ରୋବ୍ଲଗିଂ"
"ଫଟୋ ଏବଂ ଭିଡିଓ ସେୟାରିଂ"
"ଫଟୋ ଏବଂ ଇମେଜ ସେୟାରିଂ"
"ଭିଡିଓ ସେୟାରିଂ"
"ସ୍କିନ୍ସ"
"ସୋସିଆଲ ନେଟୱାର୍କ ଆପ୍ସ ଏବଂ ଆଡ-ଅନଗୁଡ଼ିକ"
"ସୋସିଆଲ ନେଟୱାର୍କଗୁଡ଼ିକ"
"ଲୋକ ଏବଂ ସମାଜ"
"ପରିବାର ଏବଂ ସମ୍ପର୍କଗୁଡ଼ିକ"
"ପୂର୍ବପୁରୁଷ ଏବଂ ବଂଶାବଳୀ"
"ବିବାହ"
"ପ୍ୟାରେଣ୍ଟିଂ"
"ପୋଷ୍ୟ ସନ୍ତାନ ଗ୍ରହଣ"
"ଶିଶୁ ଏବଂ ଛୋଟ ପିଲାମାନେ"
"ପିଲାଙ୍କ ପାଇଁ ଇଣ୍ଟରନେଟ ସୁରକ୍ଷା"
"ରୋମାନ୍ସ"
"ସାଇନ୍ସ ଫିକ୍ସନ ଏବଂ ଫାଣ୍ଟାସି"
"ଗୃହପାଳିତ ପଶୁ ଏବଂ ଜୀବଜନ୍ତୁ"
"ଗୃହପାଳିତ ପଶୁଙ୍କ ଖାଦ୍ୟ ଏବଂ ଯତ୍ନ ପାଇଁ ସାମଗ୍ରୀ"
"ଗୃହପାଳିତ ପଶୁ"
"ପକ୍ଷୀଗୁଡ଼ିକ"
"ବିଲେଇ"
"କୁକୁର"
"ମାଛ ଏବଂ ଆକ୍ୱାରିୟମଗୁଡ଼ିକ"
"ସରୀସୃପ ଏବଂ ଉଭୟଚରଗୁଡ଼ିକ"
"ପଶୁ ଚିକିତ୍ସକମାନେ"
"ରିଅଲ ଇଷ୍ଟେଟ"
"ଲଟ୍ସ ଏବଂ ଭୂମି"
"ଟାଇମସେୟାର ଏବଂ ଛୁଟି କାଟିବା ପାଇଁ ପ୍ରପର୍ଟିଗୁଡ଼ିକ"
"ରେଫରେନ୍ସ"
"ବ୍ୟବସାୟ ଏବଂ ବ୍ୟକ୍ତିଗତ ତାଲିକାଗୁଡ଼ିକ"
"ସାଧାରଣ ରେଫରେନ୍ସ"
"କାଲକୁଲେଟର ଏବଂ ରେଫରେନ୍ସ ଟୁଲଗୁଡ଼ିକ"
"ଅଭିଧାନ ଏବଂ ଏନସାଇକ୍ଲୋପେଡିଆଗୁଡ଼ିକ"
"ଶିକ୍ଷାଗତ ରିସୋର୍ସଗୁଡ଼ିକ"
"କିପରି-କରିବେ"
"ସମୟ ଏବଂ କ୍ୟାଲେଣ୍ଡରଗୁଡ଼ିକ"
"ଭାଷା ରିସୋର୍ସଗୁଡ଼ିକ"
"ବିଦେଶୀ ଭାଷା ଅଧ୍ୟୟନ"
"ଅନୁବାଦ ଟୁଲ ଏବଂ ରିସୋର୍ସଗୁଡ଼ିକ"
"ମ୍ୟାପଗୁଡ଼ିକ"
"ବିଜ୍ଞାନ"
"ଅଗମେଣ୍ଟେଡ ଏବଂ ଭର୍ଚୁଆଲ ରିଆଲିଟୀ"
"ଜୈବ ବିଜ୍ଞାନ"
"ଜେନେଟିକ୍ସ"
"ରସାୟନ ବିଜ୍ଞାନ"
"ଇକୋଲୋଜି ଏବଂ ପରିବେଶ"
"ଜିଓଲୋଜି"
"ମେସିନ ଲର୍ଣ୍ଣିଂ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ"
"ଗଣିତ"
"ପଦାର୍ଥ ବିଜ୍ଞାନ"
"ରୋବୋଟିକ୍ସ"
"ସପିଂ"
"ଆଣ୍ଟିକ ଏବଂ କଲେକ୍ଟିବଲଗୁଡ଼ିକ"
"ପୋଷାକ"
"ପିଲାମାନଙ୍କ ପୋଷାକ"
"ବେଶ ପୋଷାକ"
"ପୁରୁଷମାନଙ୍କ ପୋଷାକ"
"ମହିଳାମାନଙ୍କ ପୋଷାକ"
"କ୍ଲାସିଫାଏଡଗୁଡ଼ିକ"
"ଉପଭୋକ୍ତା ରିସୋର୍ସଗୁଡ଼ିକ"
"କୁପନ ଏବଂ ରିହାତି ଅଫରଗୁଡ଼ିକ"
"ଲୟାଲ୍ଟି କାର୍ଡ ଏବଂ ପ୍ରୋଗ୍ରାମଗୁଡ଼ିକ"
"ଟେକ୍ନିକାଲ ସହାୟତା ଏବଂ ମରାମତି"
"ଫୁଲ"
"ଶୁଭେଚ୍ଛା କାର୍ଡଗୁଡ଼ିକ"
"ପାର୍ଟି ଏବଂ ଛୁଟିଦିନ ସାମଗ୍ରୀ"
"ସପିଂ ପୋର୍ଟାଲଗୁଡ଼ିକ"
"ସ୍ପୋର୍ଟ୍ସ"
"ଆମେରିକାନ ଫୁଟବଲ"
"ଅଷ୍ଟ୍ରେଲିଆନ ଫୁଟବଲ"
"ଅଟୋ ରେସିଂ"
"ବେସବଲ"
"ବାସ୍କେଟବଲ"
"ବୋଲିଂ"
"ବକ୍ସିଂ"
"ଚିଅରଲିଡିଂ"
"କଲେଜ ସ୍ପୋର୍ଟ୍ସ"
"କ୍ରିକେଟ"
"ସାଇକିଲିଂ"
"ଅଶ୍ଵାରୋହଣ"
"ଏକ୍ସଟ୍ରିମ ସ୍ପୋର୍ଟ୍ସ"
"କ୍ଲାଇମ୍ବିଂ ଏବଂ ପର୍ବତାରୋହଣ"
"ଫାଣ୍ଟାସି ସ୍ପୋର୍ଟ୍ସ"
"ଗଲ୍ଫ"
"ଜିମ୍ନାଷ୍ଟିକ୍ସ"
"ହକି"
"ଆଇସ ସ୍କେଟିଂ"
"ମାର୍ସାଲ ଆର୍ଟ୍ସ"
"ମୋଟରସାଇକେଲ ରେସିଂ"
"ଅଲମ୍ପିକ"
"ରଗବି"
"ରନିଂ ଏବଂ ୱାକିଂ"
"ସ୍କିଂ ଏବଂ ସ୍ନୋବୋର୍ଡିଂ"
"ସକର"
"ସର୍ଫିଂ"
"ସୁଇମିଂ"
"ଟେନିସ"
"ଟ୍ରାକ ଓ ଫିଲ୍ଡ"
"ଭଲିବଲ"
"ରେସଲିଂ"
"ଟ୍ରାଭେଲ ଏବଂ ପରିବହନ"
"ଆଡଭେଞ୍ଚର ଟ୍ରାଭେଲ"
"ବିମାନ ଟ୍ରାଭେଲ"
"ବ୍ୟବସାୟିକ ଟ୍ରାଭେଲ"
"କାର ଭଡ଼ା"
"କ୍ରୁଜ ଏବଂ ଚାର୍ଟରଗୁଡ଼ିକ"
"ପାରିବାରିକ ଟ୍ରାଭେଲ"
"ହନିମୁନ ଏବଂ ରୋମାଣ୍ଟିକ ଭ୍ରମଣଗୁଡ଼ିକ"
"ହୋଟେଲ ଏବଂ ରହିବା ପାଇଁ ସୁବିଧା"
"ଦୂରଗାମୀ ବସ ଏବଂ ରେଳ"
"କମ୍ ଖର୍ଚ୍ଚରେ ଏବଂ ଶେଷ ମୁହୂର୍ତ୍ତରେ ଟ୍ରାଭେଲ"
"ଲଗେଜ ଏବଂ ଟ୍ରାଭେଲ ଆକ୍ସେସୋରୀଗୁଡ଼ିକ"
"ପର୍ଯ୍ୟଟନ ସ୍ଥଳଗୁଡ଼ିକ"
"ବେଳାଭୂମି ଏବଂ ଦ୍ୱୀପପୁଞ୍ଜ"
"ରିଜିଓନାଲ ପାର୍କ ଏବଂ ବଗିଚାଗୁଡ଼ିକ"
"ଥିମ ପାର୍କଗୁଡ଼ିକ"
"ଚିଡ଼ିଆଖାନାଗୁଡ଼ିକ"
"ଟ୍ରାଫିକ ଏବଂ ମାର୍ଗ ପ୍ଲାନରଗୁଡ଼ିକ"
"ଟ୍ରାଭେଲ ଏଜେନ୍ସି ଏବଂ ସେବାଗୁଡ଼ିକ"
"ଟ୍ରାଭେଲ ଗାଇଡ ଏବଂ ଟ୍ରାଭେଲଗଗୁଡ଼ିକ"